ETV Bharat / sitara

26ରେ ଆସୁଛି ‘ଆଭେଞ୍ଜର୍ସ ଦି ଏଣ୍ଡ ଗେମ’ - fanns

‘ଆଭେଞ୍ଜର୍ସ ଦ ଏଣ୍ଡଗେମ’ ଭାରତରେ 26 ଏପ୍ରିଲରେ ରିଲିଜ୍ ହେବକୁ ଯାଉଛି । ଫିଲ୍ମଟି ଇଂରାଜୀ ବ୍ୟତୀତ ହିନ୍ଦି, ତାମିଲ୍ ଓ ତେଲୁଗୁ ଭାଷାରେ ରିଲିଜ୍ ହେବ। ସେଥିପାଇଁ ଅନଲାଇନ୍ ରେ ଟିକେଟ୍ ବୁକିଂ ଏବେଠାରୁ ଆରମ୍ଭ ହୋଇଛି ।

ଫାଇଲ ଫଟୋ
author img

By

Published : Apr 23, 2019, 1:23 PM IST

ହାଇଦ୍ରାବାଦ: ‘ଆଭେଞ୍ଜର୍ସ ଦ ଏଣ୍ଡଗେମ’ ଭାରତରେ 26 ଏପ୍ରିଲରେ ରିଲିଜ୍ ହେବକୁ ଯାଉଛି । ଆଉ ସେଥିପାଇଁ ଦର୍ଶକଙ୍କ ମଧ୍ୟରେ ଦେଖାଯାଇଛି ନାହିଁ ନ ଥିବା ଉତ୍ସାହ । ଫିଲ୍ମ ଦେଖିବାକୁ ଦର୍ଶକ ଏବେରୁ ଟିକେଟ ବୁକ କରି ହାଉସଫୁଲ ।

ଫିଲ୍ମଟି ଇଂରାଜୀ ବ୍ୟତୀତ ହିନ୍ଦି, ତାମିଲ୍ ଓ ତେଲୁଗୁ ଭାଷାରେ ରିଲିଜ୍ ହେବ । ସେଥିପାଇଁ ଅନଲାଇନ୍ ରେ ଟିକେଟ୍ ବୁକିଂ ଆରମ୍ଭ ହୋଇଛି । ଟିକେଟ୍ ବୁକିଂକୁ ଆଖିଆଗରେ ରଖି ରିଲିଜ୍ ର ପ୍ରଥମ ଦିନରେ ଫିଲ୍ମଟି 40କୋଟିର ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଛି ।

  • " class="align-text-top noRightClick twitterSection" data="">

ପ୍ରକାଶ ଥାଉକି, ଏହା ‘ଆଭେଞ୍ଜର୍ସ’ ସିରିଜର ଶେଷ ଭାଗ । ଏହା ନିର୍ଦ୍ଦେଶନା ଦେଇଛନ୍ତି ରୁସୋ ବ୍ରଦର୍ସ । ବକ୍ସ ଅଫିସ୍ ମୁତାବକ 2012ରେ ଆଭେଞ୍ଜର୍ସ 220 ମିଲିୟନ୍ ଡଲାର୍, 2015ରେ 250ମିଲିୟନ ଡଲାର୍ ବଜେଟରେ ଫିଲ୍ମ ନିର୍ମାଣ କରାଯାଇଥିଲା । ଗତ ବର୍ଷ ‘ଆଭେଞ୍ଜର୍ସ ଦ ଇନଫିନିଟି ଓ୍ବାର୍’ 250 କୋଟିରୁ ଅଧିକା ରୋଜଗାର କରିଥିଲା । ଏହା ଭାରତରେ ରିଲିଜ୍ ହେଉଥିବା ସମସ୍ତ ହଲିଉଡ୍ ଫିଲ୍ମ ଭିତରେ ସର୍ବାଧିକ ବ୍ୟବସାୟ କରିଥିବା ଫିଲ୍ମ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.