ETV Bharat / sitara

ଇଂରାଜୀ ଗୀତରେ ଅରମାନଙ୍କ ଡେବ୍ୟୁ, ରିଲିଜ ହେଲା ‘କଣ୍ଟ୍ରୋଲ’ - ଇଂରାଜୀ ଗୀତରେ ଅରମାନ ମଲ୍ଲିକଙ୍କ ଡେବ୍ୟୁ

ହିନ୍ଦୀ ଗୀତ ପରେ ଏବେ ଇଂରାଜୀ ସଙ୍ଗୀତ ଦୁନିଆରେ ପଦାର୍ପଣ କଲେ ଲୋକପ୍ରିୟ ଗାୟକ ଅରମାନ ମଲ୍ଲିକ। ‘କଣ୍ଟ୍ରୋଲ’ ଜରିଆରେ ରିଲେସନଶିପର କଣ୍ଟ୍ରୋଲ ବିଷୟରେ ଦର୍ଶକଙ୍କୁ ଜଣାଇଲେ।

_armaan malik first english single control now released
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅରମାନ ମଲ୍ଲିକ
author img

By

Published : Mar 20, 2020, 8:08 PM IST

ମୁମ୍ବାଇ: ବି-ଟାଉନର ଫେମସ ଗାୟକ ଅରମାନ ମଲ୍ଲିକ ସବୁବେଳେ ନିଜ ଦମଦାର ଗୀତ ପାଇଁ ଦର୍ଶକଙ୍କ ମନ କିଣିଥାଆନ୍ତି। ବହୁତ କମ ଦିନରେ ସେ ବଲିଉଡରେ ନିଜର ସ୍ଥାନ ପକ୍କା କରିସାରିଲେଣି। ତାଙ୍କ ଶୁଣିବାକୁ ସବୁବେଳେ ବ୍ୟାକୁଳ ଥାଆନ୍ତି ଦର୍ଶକ। ଇତିମଧ୍ୟରେ ତାଙ୍କୁ ଫ୍ୟାନ୍ସଙ୍କୁ ମିଳଛି ଗୁଡନ୍ୟୁଜ। ତାଙ୍କ ପ୍ରଥମ ଇଂରାଜୀ ଗୀତ ‘କଣ୍ଟ୍ରୋଲ’ ଆଜି(ଶୁକ୍ରବାର) ବିଶ୍ବସ୍ତରରେ ରିଲିଜ ହୋଇଯାଇଛି। ଗୀତଟିକୁ ଗାଇବା ସହ ଏହାର ଲିରିକ୍ସ ମଧ୍ୟ ଲେଖିଛନ୍ତି ସେ।

  • " class="align-text-top noRightClick twitterSection" data="">

ଏହି ଅବସରରେ ସେ କହିଛନ୍ତି ଯେ ‘କଣ୍ଟ୍ରୋଲ’ ଏକ ଏମିତି ଗୀତ ଯାହା ରିଲେସନଶିପକୁ କଣ୍ଟ୍ରୋଲ କରିବାର ଭାବନାକୁ ଅନୁଭବ କରାଇବ। ଗୀତୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି। ସେ ନିଜ ଆଖପାଖରେ ଯେଉଁ ରିଲେସନଶିପ ଦେଖିଛନ୍ତି ଗୀତଟି ତାହାକୁ ନେଇ ଆଧାରିତ।

ପ୍ରକାଶ ଥାଉକି ଏହି ଗୀତ ପାଇଁ ଅରମାନ ସୋନୀ ମ୍ୟୁଜିକର ଆର୍ଟିଷ୍ଟ ରିକର୍ଡ୍ସ ସହ ସମ୍ପୃକ୍ତ ଥିବା ଏକ୍ସିକ୍ୟୁଟିଭ ଡେଭିଡ ମେସୀଙ୍କ ସହ ହାତ ମିଳାଇଛନ୍ତି । ଏହି ମ୍ୟୁଜିକ କମ୍ପାନୀ ହ୍ବିଟନୀ ଓ ଅରୀଥା ଫ୍ରାଙ୍କଲିନ ଭଳି କଳାକାରଙ୍କ ପ୍ଲାଟଫର୍ମ ରହିସାରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.