ETV Bharat / sitara

'ପାନିପତ' ସୁଟିଂକୁ ଫେରିଲେ ଅର୍ଜୁନ କପୁର - arjun kapoor

ଅର୍ଜୁନ କପୁର ପୁଣି 'ପାନିପତ'ର ସୁଟିଂ ଆରମ୍ଭ କରିଛନ୍ତି । ଇନଷ୍ଟାଗ୍ରାମ ହାଣ୍ଡେଲରେ ଫଟୋ ପୋଷ୍ଟ କରି 'ବ୍ୟାକ ଟୁ ପାନିପତ' ଲେଖିଛନ୍ତି ଅର୍ଜୁନ । ଫିଲ୍ମଟି 2019 ଡିସେମ୍ବର 6ରେ ରିଲିଜ ହେବ ।

ଫଟୋ ସୌଜନ୍ୟ: ଏ ଏନ ଆଇ
author img

By

Published : May 9, 2019, 3:21 AM IST

ହାଇଦ୍ରାବାଦ: ଫିଲ୍ମ 'ପାନିପତ'ର ସୁଟିଂକୁ ଫେରିଛନ୍ତି ଅର୍ଜୁନ କପୁର । ଇନଷ୍ଟାଗ୍ରାମ ହାଣ୍ଡେଲରେ ଫଟୋ ପୋଷ୍ଟ କରି 'ବ୍ୟାକ ଟୁ ପାନିପତ' ଲେଖିଛନ୍ତି ଅର୍ଜୁନ । ଗ୍ରୀନ ରୁମରେ ୱାର୍କ ଆଉଟ କରିବା ସମୟରେ ଫଟୋ ପୋଷ୍ଟ କରିଛନ୍ତି ।

back to panipat
ଫଟୋ ସୌଜନ୍ୟ: ଏ ଏନ ଆଇ

ତେବେ 'ପାନିପତ'ରେ ଅର୍ଜୁନଙ୍କ ସହ ସଞ୍ଜୟ ଦତ୍ତ, କ୍ରିତି ସାନୋନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମଟି 'ପାନିପତ'ର ତୃତୀୟ ଯୁଦ୍ଧ ବିଷୟରେ ଆଧାରିତ । ତେବେ ପାନିପତ ଲଢେଇ ମରାଠି ରାଜା ସଦାଶିବ ରାଓ ଓ ଆଫଗାନିସ୍ଥାନର ରାଜା ଅହମେଦ ଶାହା ଅବ୍ଦଲିଙ୍କ ମଧ୍ୟରେ ହୋଇଥିଲା । 'ପାନିପତ' ଲଢେଇ ଜାନୁଆରୀ 14, 1761ରେ ହୋଇଥିଲା । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆଶୁତୋଷ ଗୱାରିକର । ଫିଲ୍ମଟି 2019 ଡିସେମ୍ବର 6ରେ ରିଲିଜ ହେବ ।

ତେବେ ଅର୍ଜୁନଙ୍କ ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ ନିକଟରେ ରିଲିଜ ହୋଇଛି । ଫିଲ୍ମଟି ମେ 24ରେ ରିଲିଜ ହେବ । ଏଥିରେ ଅର୍ଜୁନ ଭାରତରେ ଜଣେ ଆତଙ୍କବାଦୀକୁ ଖୋଜୁଥିବାର ଦେଖାଯାଇଛି ।

Intro:Body:

fddf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.