ETV Bharat / sitara

ସୁଶାନ୍ତ-ଦିଶା ମୃତ୍ୟୁ ମାମଲାରେ ମାନହାନି ମାମଲା ଦାଏର କଲେ ଅରବାଜ

author img

By

Published : Sep 29, 2020, 7:50 PM IST

ବର୍ତ୍ତମାନ ସୁଶାନ୍ତ ଏବଂ ତାଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାର ତଦନ୍ତ ଚାଲିଛି । ଅନୁସନ୍ଧାନ ମଧ୍ୟରେ, ୟୁର୍ଜସମାନେ ସୋସିଆଲ ମିଡିଆରେ ନିଜସ୍ବ ପଦ୍ଧତିରେ କଳ୍ପନା କରୁଛନ୍ତି । ଏଭଳି ପରିସ୍ଥିତିରେ ଅରବାଜ ଖାନଙ୍କ ନାମ ମଧ୍ୟ ଏହି ମାମଲା ଭିତରକୁ ଟାଣି ନିଆଯାଇଥିଲା । ଯେଉଁଥିରେ ଅରବାଜ ବମ୍ବେ ସିଭିଲ କୋର୍ଟରେ ୟୁର୍ଜସଙ୍କ ବିରୋଧରେ ମାନହାନି ମକଦ୍ଦମା ଦାଏର କରିଛନ୍ତି । ଅଧିକ ପଢନ୍ତୁ...

arbaaz khan files defamation case against social media users for connection in sushant
ସୁଶାନ୍ତ-ଦିଶାଙ୍କ ମୃତ୍ୟୁ ମାମଲାରେ, ୟୁର୍ଜସଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ଅରବାଜ

ମୁମ୍ବାଇ: ବଲିଉଡ ଅଭିନେତା ଅରବାଜ ଖାନ ସୋସିଆଲ ମିଡିଆ ୟୁର୍ଜସଙ୍କ ବିରୋଧରେ ମାନହାନି ମକଦ୍ଦମା ଦାଏର କରିଛନ୍ତି । ଅରବାଜଙ୍କୁ ପୋଷ୍ଟ ଏବଂ ଅନଲାଇନ୍ ଭିଡିଓ ମାଧ୍ୟମରେ ୟୁର୍ଜସମାନେ ତାଙ୍କୁ ବଦନାମ କରିଥିବା ସେ ଅଭିଯୋଗ କରିଛନ୍ତି ।

ଏକ ପୋଷ୍ଟରେ ଉଲ୍ଲେଖ କରାଯାଇଛି ଯେ, ଦିଶା ସାଲିଆନ୍ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଅରବାଜ ମଧ୍ୟ ଜଡିତ ।

ଯାହାକୁ ନେଇ ଅରବାଜ ବମ୍ବେ ସିଭିଲ କୋର୍ଟରେ ମାନହାନି ମକଦ୍ଦମା ଦାଏର କରିଛନ୍ତି ।

ମକଦ୍ଦମାରେ ବଦନାମ ବିଷୟବସ୍ତୁ, ଟ୍ବିଟ୍, ଭିଡିଓ, ଫେସବୁକ୍, ୟୁଟ୍ୟୁବରେ ଅପମାନିତ ବିଷୟବସ୍ତୁ ସହିତ ପୋଷ୍ଟ କରାଯାଇଛି । ଏଥିସହିତ ଅରବାଜ୍ ତାଙ୍କ ପରିବାର ସଦସ୍ୟଙ୍କ ବିଷୟରେ ପୋଷ୍ଟ କରାଯାଇଥିବା ଅପମାନଜନକ ବିଷୟବସ୍ତୁକୁ ମଧ୍ୟ ହଟାଇବାକୁ କୁହାଯାଇଛି ।

ସୁଶାନ୍ତ ଏବଂ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଛି । ତେବେ ଏହି ଘଟଣାକ୍ରମକୁ ନେଇ ୟୁର୍ଜସମାନେ ସୋସିଆଲ ମିଡିଆରେ ନିଜସ୍ବ କଳ୍ପନା କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.