ETV Bharat / sitara

ସୋସିଆଲ ମିଡିଆରେ ଭାଇରାଲ ହେଲା ଅନୁପମଙ୍କ ମାସ୍କପିନ୍ଧା ଫଟୋ

ନିକଟରେ ଅନୁପମ ଖେର ନିଜର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ମହାମାରୀ ସମୟରେ ମାସ୍କ ପିନ୍ଧିବାର ଗୁରୁତ୍ୱ ବିଷୟରେ କହିଛନ୍ତି। ଅଧିକ ପଢନ୍ତୁ...

author img

By

Published : Sep 1, 2020, 5:53 PM IST

Anupam Kher's latest post on wearing a mask wins the internet
ସୋସିଆଲ ମିଡିଆରେ ଭାଇରାଲ ହେଲା ଅନୁପମଙ୍କ ମାସ୍କପିନ୍ଧା ଫଟୋ

ମୁମ୍ବାଇ: ମଙ୍ଗଳବାର ଦିନ ଭେଟେରାନ ଅଭିନେତା ଅନୁପମ ଖେର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ମାସ୍କ ପିନ୍ଧିବାର ଗୁରୁତ୍ବ ବିଷୟରେ କହିଛନ୍ତି।

ଅନୁପମ ଲେଖିଛନ୍ତି, "ପ୍ରତ୍ୟେକ ମାସ୍କ ପଛରେ ଜଣେ ବ୍ୟକ୍ତି ନିରାପଦରେ ରହିବାକୁ ଚେଷ୍ଟା କରୁଛନ୍ତି " ।

ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଫଟୋରେ ଅନୁପମ ଏକ କଳା ଟି-ସାର୍ଟ ପିନ୍ଧି ଇନଡୋରରେ ବସି ଫୋନରେ କଥା ହେଉଥିବାର ନଜର ଆସିଛନ୍ତି।

ଅନୁପମଙ୍କ ପୋଷ୍ଟର ଜଣେ ଉପଭୋକ୍ତା ଲେଖିଛନ୍ତି, "ବହତ ବଡି ବାତ କେହ ଦି ... ସମଝନେ ଓ୍ବାଲେ ସମଝ ହିଁ ଗୟେ ହୋଙ୍ଗେ " ।

ଏଥିସହିତ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ଅନୁପମ ଅନ୍ୟମାନଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ।

ଏହି ସମୟରେ, ୱାନ ଡେ ଅଭିନେତା ଲକଡାଉନ୍ ଅବଧିରେ ନିଜ ପରିବାର ସହିତ ଘରେ କିଛି ମାସ ରହିବା ପରେ ବର୍ତ୍ତମାନ କାମ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.