ETV Bharat / sitara

ସିଏଏ ଓ ଏନଆରସି ପ୍ରସଙ୍ଗରେ ଜନସାଧାରଣଙ୍କୁ ଜ୍ଞାନ ବାଣ୍ଟିଲେ ଅନୁପମ

author img

By

Published : Feb 5, 2020, 6:26 PM IST

ପୁଣି ଟ୍ବିଟ ଭିଡିଓକୁ ନେଇ ଚର୍ଚ୍ଚାରେ ଅନୁପମ ଖେର । ଏଥର ସେ ସିଏଏ ଓ ଏନଆରସି ପ୍ରସଙ୍ଗରେ ବୁଝାଇବାକୁ ଚେଷ୍ଟା କରୁଥିବାର ନଜର ଆସୁଛନ୍ତି। ଆଉ କହିଛନ୍ତି ଏହି ଭିଡିଓକୁ ସେୟାର କରନ୍ତୁ ।

anupam kher
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପମ ଖେର

ମୁମ୍ବାଇ: ବିଶିଷ୍ଟ ଅଭିନେତା ଅନୁପମ ଖେର ପ୍ରାୟତଃ ସବୁବେଳେ ନିଜ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ଅନେକ ଟ୍ବିଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ସେହିପରି ଅଭିନେତା ନାସିରୁଦ୍ଦୀନ ଶାହଙ୍କ ସହ ତାଙ୍କ ବାକ୍‌ଯୁଦ୍ଧ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ନାସିରୁଦ୍ଦୀନ ତାଙ୍କୁ ଜୋକର କହିଥିଲେ । ଯାହାପରେ ଅନୁପମଙ୍କ କଡା ଜବାବ ଦେଖିବାକୁ ମିଳିଥିଲା । ଇତିମଧ୍ୟରେ ସେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ସିଏଏ ଓ ଏନଆରସି ପ୍ରସଙ୍ଗରେ ଲୋକଙ୍କୁ ଜ୍ଞାନ ଦେଉଥିବାର ନଜର ଆସୁଛନ୍ତି ।

ବୁଧବାର ସକାଳେ ସେ ଅନୁପମ ଟ୍ବିଟରରେ ଭିଡିଓ ସେୟାର କହିଛନ୍ତି, ଧନ୍ୟ ମୋ ଦେଶର କିଛି ଲୋକ। ସେ 72 ବର୍ଷରୁ ଟ୍ରାଫିକ ନିୟମ ବୁଝିପାରିନାହାଁନ୍ତି । ଖୋଲାରେ ଶୌଚ କରିବା ପାଇଁ କୋଟି କୋଟି ଟଙ୍କା ବିଜ୍ଞାପନରେ ଖର୍ଚ୍ଚ ହେଉଛି । ତିନି ବର୍ଷରୁ ଜିଏସଟି ବୁଝି ପାରୁନାହାଁନ୍ତି । ହେଲେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଦୁଇ ଦିନରେ ବୁଝିଗଲେ।

ଭିଡିଓକୁ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, ‘କେବେ କେବେ କିଛି ଲୋକ ବୁଝାଇବା ନିହାତି ଦରକାର ଯାହା ସେ ବୁଝିବାର ଅଭିନୟ କରୁଛନ୍ତି । ସେ ସେହି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ଯାହା ସମ୍ପୂର୍ଣ୍ଣ ଭୁଲ । ସିଏଏ ଓ ଏନଆରସି ଆପଣ ତ ବୁଝିଛନ୍ତି ନା । ଜୟ ହୋ ।’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.