ETV Bharat / sitara

ଜୋତା ଚୋରି କରୁଛନ୍ତି ମିଷ୍ଟର ଇଣ୍ଡିଆ

ଜୋତା ଚୋରି କରି ଧରାପଡିଲେ ଅନିଲ କପୁର । ଆଉ କେହି ନୁହେଁ ପୁଅ ହର୍ଷବଦ୍ଧନଙ୍କ ଜୋତା ଚୋରି କରିବା ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

author img

By

Published : Jun 25, 2019, 11:42 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ହର୍ଷବର୍ଦ୍ଧନ କପୁର

ମୁମ୍ବାଇ: ବି-ଟାଉନର ମିଷ୍ଟର ଝକାସ ଅନିଲ କପୁର ସବୁବେଳେ ନିଜ ଫିଟନେସକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାରେ ବିଷୟ ହୋଇଥାଆନ୍ତି । ଆଉ ସେ ମଧ୍ୟ ସବୁବେଳେ ନିଜ ଷ୍ଟାଇଲ ଉପରେ ଅଧିକ ଧ୍ୟାନ ଦିଅନ୍ତି । ଇତିମଧ୍ୟରେ ତାଙ୍କ ଉପରେ ଜୋତା ଚୋରି କରୁଥିବା ଅଭିଯୋଗ ଲାଗିଛି । ଏହି ଅଭିଯୋଗ ଆଉ କେହି ନୁହଁନ୍ତି ତାଙ୍କ ପୁଅ ତଥା ଅଭିନେତା ହର୍ଷବର୍ଦ୍ଧନ କପୁର ଲଗାଇଛନ୍ତି ।

photo

ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ । ଏବେ ଆପଣ ଭାବୁଥିବେ କି ଅନିଲଙ୍କ ଭଳି ପପୁଲାର ଷ୍ଟାର ନିଜ ପୁଅ ଜୋତା କାହିଁକି ଚୋରି କରୁଛନ୍ତି । ଆଶ୍ଚର୍ଯ୍ୟ ହେବାର କୌଣସି କଥା ନାହିଁ ଏହା ତ ଅନିଲଙ୍କ ଷ୍ଟାଇଲର କଥା ।

ତେବେ ଜଣାଇ ଦେଉଛୁ ଯେ ହର୍ଷ ଇନଷ୍ଟାଗ୍ରାମରେ ଗୋଟିଏ ମଜାଦାର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଅନିଲ ତାଙ୍କ ଜୋତା ପିନ୍ଧିଥିବାର ନଜର ଆସୁଛନ୍ତି । ସେ ଅନିଲଙ୍କ ସହ ନିଜର ଗୋଟିଏ ଫଟୋ ମଧ୍ୟ କୋଲାଜ କରିଛନ୍ତି । ଆଉ ସେ ମଧ୍ୟ ଅବିକଳ ସେହି ଜୋତା ପିନ୍ଧିଛନ୍ତି ।

ମଙ୍ଗଳବାର ହର୍ଷ ଗୋଟିଏ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଅନିଲ ପୁଅର ଜୋତା ନେଇଥିବାର ଦେଖାଯାଉଛନ୍ତି । ଏବେ ତାଙ୍କ ଭିଡିଓରୁ ଜଣାପଡିଗଲା କି ଅନିଲ ପୁଅର ଜୋତା ପିନ୍ଧି ଷ୍ଟାଇଲ କରିବାକୁ ଖୁବ୍ ପସନ୍ଦ କରନ୍ତି ।

ପ୍ରକାଶ ଥାଉକି ହର୍ଷ ମାର୍ଚ୍ଚ ମାସରେ ଗୋଟିଏ ପୋଷ୍ଟରେ ଲେଖିଥିଲେ କି ଅନିଲ ସବୁବେଳେ ଅଭିଯୋଗ କରୁଛନ୍ତି କି ସେ ଅଧିକ ଜୋତା କିଣୁଛନ୍ତି ବୋଲି, କିନ୍ତୁ ତାଙ୍କର ସବୁ ଜୋତା ସେ ପିନ୍ଧି ଷ୍ଟାଇଲ ମାରୁଛନ୍ତି । ତେବେ ଏଥରୁ ଜଣାପଡି ଯାଉଛି ଯେ ଏହା ବାପା-ପୁଅଙ୍କ ନିଆରା ପ୍ରେମ ।

Intro:Body:

sdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.