ETV Bharat / sitara

ଅଭିନବ ବିନ୍ଦ୍ରାଙ୍କ ବାଓପିକରେ ଅନୀଲ କପୁର - olymipc

ଖୁବ ଶୀଘ୍ର ପରଦା ଉପରେ ଆଉ ଏକ ବାପା-ପୁଅଙ୍କ ଯୋଡିକୁ ଦେଖିବାକୁ ମିଳିବ । ଅଲମ୍ପିକ ଗୋଲ୍ଡ ବିଜେତା ଅଭିନବ ବିନ୍ଦ୍ରାଙ୍କ ବାଓପିକରେ ଅଭିନୟ କରିବେ ଅନିଲ କପୁର ଓ ପୁଅ ହର୍ଷବର୍ଦ୍ଧନ ।

ଫଟୋ ସୌଜନ୍ୟ: ଏ ଏ ଆଇ
author img

By

Published : Jul 3, 2019, 8:46 PM IST

ହାଇଦ୍ରାବାଦ: ଖୁବ ଶୀଘ୍ର ପରଦା ଉପରେ ନଜର ଆସିବେ ମିଷ୍ଟର ଝାକାସ । ସୁଟର ଅଭିନବ ବିନ୍ଦ୍ରାଙ୍କ ବାଓପିକରେ ନଜର ଆସିବେ ଅନୀଲ କପୁର । ଅଭିନବଙ୍କ ଚରିତ୍ରରେ ଅନୀଲ କପୁରଙ୍କ ଅଭିନବଙ୍କ ପିତା ଭୂମିକାରେ ଦେଖିବାକୁ ମିଳିବ । ଏହାର ସୂଚନା ଅନୀଲ କପୁର ନିଜ ଟ୍ବିଟର ହାଣ୍ଡେଲରେ ଦେଇଛନ୍ତି ।

Abhinav bindra
ଫଟୋ ସୌଜନ୍ୟ: ଏ ଏ ଆଇ

ଅନ୍ୟପକ୍ଷେ ଅନୀଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନଙ୍କୁ ଅଭିନବଙ୍କ ଭୂମିକାରେ ଦେଖିବାକୁ ମିଳିବ । ତେବେ ହର୍ଷବର୍ଦ୍ଧନ ପ୍ରଥମ କରି ଫିଲ୍ମ ‘ମିରଜେୟା’ରେ ଡେବ୍ୟୁ କରିଥିଲେ । ତେବେ ଫିଲ୍ମ ସମ୍ପର୍କିତ ଅନ୍ୟ କୌଣସି ଖବର ସାମ୍ନାକୁ ଆସିନି ।

ପ୍ରକାଶଥାଉକି, ଅଭିନବ ପ୍ରଥମ ଭାରତୀୟ ଭାବେ ଉଭୟ ଆନ୍ତର୍ଜାତୀୟ ଓ ଅଲମ୍ପିକ ଟାଇଟଲ ପାଇଛନ୍ତି । 2008ରେ ଅଲମ୍ପିକ ଗେମ୍ସରେ ଗୋଲ୍ଡ ମେଡାଲ ପାଇବା ସହ 2006ରେ ଆଇଏସଏସଏଫ ୱାର୍ଲ୍ଡ ସୁଟିଂ ଚାମ୍ପିୟନସିପର ବିଜେତା ହୋଇଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.