ETV Bharat / sitara

ଇମୋଶନାଲ ହେଲେ ମିଷ୍ଟର ଝକାସ୍ - ମଲଙ୍ଗ

ସୋସିଆଲ ମିଡିଆରେ ନିଜର ପ୍ରଥମ ଫିଲ୍ମ ଫଟୋ ଦେଖି ଅତୀତକୁ ସ୍ମରଣ କଲେ ଅନିଲ କପୁର । ଫଟୋକୁ ରିଟ୍ବିଟ କରି ଇମୋଶନାଲଭରା କ୍ୟାପସନ ଲେଖି ଦୁଃଖି ଜଣାପଡୁଛନ୍ତି ଅନିଲ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନିଲ କପୁର
author img

By

Published : Sep 2, 2019, 10:04 PM IST

ମୁମ୍ବାଇ: ଏଭରଗ୍ରୀନ ଅଭିନେତା ଅନିଲ କପୁର ଏମିତି ଅଭିନେତାଙ୍କ ମଧ୍ୟରେ ସାମିଲ ଯିଏ ବଲିଉଡରେ ନିଜକୁ ସ୍ଥାପନ କରିବାକୁ ଖୁବ୍ ସଂଘର୍ଷ କରିଥିଲେ । ବର୍ତ୍ତମାନ ସେ ନିଜର ମଲ୍ଟି ଷ୍ଟାରର ଫିଲ୍ମ ‘ମଲଙ୍ଗ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଇତିମଧ୍ୟରେ ସେ ନିଜର ପୁରୁଣା ଦିନକୁ ସ୍ମରଣ କରି ଇମୋଶନାଲ ହୋଇଯାଇଛନ୍ତି ।

photo-2
ଫଟୋ ସୌଜନ୍ୟ: ଟ୍ବିଟର@ଅନିଲ କପୁର

ଅନିଲଙ୍କୁ କଠିନ ପରିଶ୍ରମ ପରେ ପ୍ରଥମ ଥର ଏକ ଫିଲ୍ମର ମୁଖ୍ୟ ଭୂମିକା ମିଳିଥିଲା । ସୋମବାର ସେହି ଫିଲ୍ମର ଏକ ଫଟୋ ସାମ୍ନାକୁ ଆସିବା ମାତ୍ରେ ଅନିଲ ନିଜ ଇମୋଶନକୁ ରୋକିପାରିନଥିଲେ। ପ୍ରକାଶ ଥାଉକି 1983ରେ ଆସିଥିବା ଫିଲ୍ମ ‘ୱୋ ସାତ ଦିନ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲେ ଅନିଲ। ଅଭିନେତା ରୂପେ ଏହା ତାଙ୍କ ପ୍ରଥମ ଫିଲ୍ମ ଥିଲା।

photo-1
ଫଟୋ ସୌଜନ୍ୟ: ଟ୍ବିଟର@ଅନିଲ କପୁର

ସୋମବାର ଜଣେ ୟୁଜର ଫିଲ୍ମରୁ ଅନିଲଙ୍କ ଏକ ମୋନୋକ୍ରୋନିକ ଫଟୋ ସେୟାର କରି ତାଙ୍କ କ୍ୟାରିୟରର ଆରମ୍ଭ ବିଷୟରେ କ୍ୟାପସନରେ ଲେଖିଛନ୍ତି। ଯାହାକୁ ଅନିଲ ମଧ୍ୟ ସେୟାର କରିଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି, ‘1977ରୁ 1983 ପର୍ଯ୍ୟନ୍ତ ମୁଁ ଇଣ୍ଡଷ୍ଟ୍ରିରେ ଖୁବ୍ ସଂଘର୍ଷ କରିଥିଲି । ମତେ କେବଳ ଏମିତି ଏକ ଫିଲ୍ମର ଆବଶ୍ୟକ ଥିଲା ଯାହା ମୋ କ୍ୟାରିୟରକୁ ଆଗକୁ ବଢାଇବାରେ ସାହାଯ୍ୟ କରିଥାନ୍ତା। ଯାହା ମତେ ୱୋ ସାତ ଦିନ ଫିଲ୍ମ ଜରିଆରେ ମିଳିଥିଲା । ଏକ ଏମିତି ରୋଲ ଯାହା ମୋ ଲାଇଫ ବଦଳାଇ ଦେଇଥିଲା । ଏହି ଫିଲ୍ମରେ ଲାଗିଥିଲା କି ମୋ ସ୍ବପ୍ନ ସାକାର ହୋଇଗଲା । ମୁଁ ଏଯାବତ ଯେଉଁ କାମ କରିପାରୁଛି । ତାହା ପାଇଁ ମୁଁ ମୋ ନିଜକୁ ଧନ୍ୟବାଦ ଜଣାଉଛି । ’

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.