ETV Bharat / sitara

ଆଜି ପୁଣି NCBରେ ହାଜର ହେବେ ଅନନ୍ୟା

author img

By

Published : Oct 25, 2021, 8:24 AM IST

ଆଜି NCBରେ ପୁଣି ହାଜର ହେବେ ଅନନ୍ୟା ପାଣ୍ଡେ । ଡ୍ରଗ୍ସ ମାମଲା ନେଇ ପଚରାଉଚରା କରିବ NCB । ଅଧିକ ପଢନ୍ତୁ...

ଆଜି ପୁଣି ଏନସିବିରେ ହାଜର ହେବେ  ଅନନ୍ୟା
ଆଜି ପୁଣି ଏନସିବିରେ ହାଜର ହେବେ ଅନନ୍ୟା

ମୁମ୍ବାଇ: ଏନସିବି (NCB)ପଞ୍ଝାରେ ବଲିଉଡ ହିରୋଇନ୍ ଅନନ୍ୟା ପାଣ୍ଡେ । ଡ୍ରଗ୍ସ ମାମଲା ଗତ ଶୁକ୍ରବାର ଅନନ୍ୟାଙ୍କୁ ଏନସିବି ଜେରା କରିଥିବା ବେଳେ ଆଜି ମଧ୍ୟ ପୁଣି ଏନସିବିରେ ହାଜର ହେବେ ଅନନ୍ୟା । ତେବେ ଅନନ୍ୟା ଆର୍ଯ୍ୟନଙ୍କ ପାଇଁ ଗଞ୍ଜେଇ ଯୋଗାଡ କରୁଥିଲେ ବୋଲି କୁହାଯାଉଛି । ଉଭୟଙ୍କ ହ୍ବାଟ୍ସଆପ୍ ଚାଟ୍ ମେସେଜରୁ ଏପରି କିଛି ତଥ୍ୟ ସାମ୍ନାକୁ ଆସିଥିଲା । ଆର୍ଯ୍ୟନ-ଅନନ୍ୟାଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା କେତେକ ହ୍ବାଟ୍ସଆପ୍ ଚାଟ୍ ମେସେଜ୍ NCB ହାତରେ ଲାଗିବା ପରେ ଏନସିବି ଜାଲରେ ଛନ୍ଦି ହୋଇପଡିଛନ୍ତି ଅନନ୍ୟା ।

ଯେଉଁଥିରେ କିପରି ଗଞ୍ଜେଇ ଯୋଗାଡ କରିହେବ ସେନେଇ ଉଭୟ ଆଲୋଚନା କରିଥିଲେ । ଆର୍ଯ୍ୟନ ମଧ୍ୟ ଅନନ୍ୟାଙ୍କୁ ଡ୍ରଗ୍ସ ପେଡଲର ନମ୍ବର ଦେଇଥିବା ଚାଟରୁ ଜଣାପଡିଛି । କିନ୍ତୁ NCB ଆଗରେ ଏସବୁକୁ ଖଣ୍ଡନ କରିଏ ସବୁ ଥଟ୍ଟାରେ କହିଥିବା ସେ କହିଥିଲେ ।

ସୂଚନାଅନୁଯାୟୀ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସହ ନିଶା ଦେବା-ନେବା ନେଇ ଚାର୍ଟ କରିଥିବା ଅଭିଯୋଗରେ NCBର ହାଜର ହୋଇଥିଲେ ଅନନ୍ୟା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.