ETV Bharat / sitara

ଅନନ୍ୟାଙ୍କ ଭଉଣୀ ଅଲାନାଙ୍କ ଲିପଲକ୍ ଫଟୋ ଭାଇରାଲ - ananya-panday-sister-alanna-panday

ନିକଟରେ, ଅଲାନାଙ୍କ ବୟଫ୍ରେଣ୍ତଙ୍କ ସହିତ କିଛି ବୋଲ୍ଡ ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋ ଗୁଡ଼ିକରେ ଅଲାନା ବାଥଟବରେ ବୟଫ୍ରେଣ୍ତଙ୍କ ସହ ଲିପଲକ୍ କରୁଥିବାର ନଜର ଆସିଛନ୍ତି ।

ananya-panday-sister-alanna-panday-lip-lock-photos-viral
ଅନନ୍ୟାଙ୍କ ଭଉଣୀ ଅଲାନାଙ୍କ ଲିପଲକ୍ ଫଟୋ ଭାଇରାଲ
author img

By

Published : Nov 25, 2020, 3:51 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଭଉଣୀ ଅଲାନା ପାଣ୍ଡେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ସେ ପ୍ରାୟତଃ ନିଜର ବୋଲ୍ଡ ଫଟୋ ଏବଂ ଭିଡିଓ ସେୟାର କରି ଚର୍ଚ୍ଚାରେ ରହିଥାନ୍ତି ।

ନିକଟରେ, ଅଲାନାଙ୍କ ବୟଫ୍ରେଣ୍ତଙ୍କ ସହିତ କିଛି ବୋଲ୍ଡ ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋ ଗୁଡ଼ିକରେ ଅଲାନା ବାଥଟବରେ ବୟଫ୍ରେଣ୍ତଙ୍କ ସହ ଲିପଲକ୍ କରୁଥିବାର ନଜର ଆସିଛନ୍ତି ।

ଫଟୋରେ ଅଲାନା ଏକ ଧଳା ରଙ୍ଗର ବିକିନି ପିନ୍ଧିଥିବାର ଦେଖିବାକୁ ମିଳିଥିଲା ।

ଏବେ ଏହି ଫଟୋଗୁଡ଼ିକ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏଥିସହିତ, ପ୍ରଶଂସକମାନେ କମେଣ୍ଟ ବକ୍ସରେ ଏହା ଉପରେ ସେମାନଙ୍କର ମତାମତ ମଧ୍ୟ ଦେଉଛନ୍ତି ।

ଅଲାନା ଦୀର୍ଘ ଦିନ ହେବ ସୋସିଆଲ ମିଡିଆ ସେଲିବ୍ରିଟି ଆଇବର ମ୍ୟାକ୍ରା ବିଙ୍କୁ ଡେଟ କରୁଛନ୍ତି । ଏହାପୂର୍ବରୁ ମଧ୍ୟ ଅଲାନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଇବରଙ୍କ ସହ ଅନେକ ବୋଲ୍ଡ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି ।

ଅଲାନାଙ୍କ ଏହି ଫଟୋଗୁଡିକୁ ତାଙ୍କ ଭଉଣୀ ଅନନ୍ୟା ପାଣ୍ଡେ ଲାଇକ କରିଛନ୍ତି । ଏଥି ସହିତ ଅଲାନାଙ୍କ ଫଟୋରେ ତାଙ୍କ ମା ଡିଆନ୍ କମେଣ୍ଟ ବକ୍ସରେ ଲେଖିଛନ୍ତି, 'ଭଗବାନ ସର୍ବଦା ତୁମ ଦୁହିଁଙ୍କୁ ଏକାଠି ରଖନ୍ତୁ ' ।

କେବଳ ଏତିକି ନୁହେଁ, ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ ଫଟୋ ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି, ବହୁତ ସୁନ୍ଦର ।

ପ୍ରକାଶ ଥାଉ ଯେ, ଅଲାନାଙ୍କ ଇନଷ୍ଟାଗ୍ରାମରେ ସାଢେ ଛଅ ଲକ୍ଷ ଫର୍ଲୋଅସ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.