ETV Bharat / sitara

ଅନଲାଇନ ବିକ୍ରି ହେଉଛି ବିଗ-ବିଙ୍କ ମହଙ୍ଗା କାର

author img

By

Published : Jun 14, 2019, 10:40 PM IST

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଅନଲାଇନ ମିଳୁଛି ବିଗ-ବିଙ୍କ ଶାନଦାର କାର । ନିଜ କାର କଲେକ୍ସନ ମଧ୍ୟରୁ ମର୍ସିଡିଜର ବେଞ୍ଜକୁ ଅନଲାଇ ବିକ୍ରି କରିବେ ଅମିତାଭ ।

ଡିଜାଇନ ଫଟୋ

ମୁମ୍ବାଇ: ବି-ଟାଉନ ମହାନାୟକ ଅମିତାଭ ବଚ୍ଚନ ଅନେକ ଜିନିଷର ସୌଖୀନ । କିନ୍ତୁ ସବୁଠାରୁ ସେ ଅଧିକ ସୌଖନୀ ଲକ୍ଜରି କାରର । ତାଙ୍କ ପାଖରେ ଅନେକ ମହଙ୍ଗା କାରର କଲେକ୍ସନ ଅଛି । ଇତିମଧ୍ୟରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଯାହାଶୁଣି ଫ୍ୟାନ୍ସ ନିହାତି ଖୁସି ହୋଇଯିବେ । କାରଣ ବର୍ତ୍ତମାନ ଅନଲାଇନ ମିଳୁଛି ବିଗ-ବିଙ୍କ କାର ।

ଆଜ୍ଞା ହଁ, OLXରେ ଏକ କାର ସେଲିଂର ବିଜ୍ଞାପନ ପୋଷ୍ଟ ହୋଇଛି, ଯେଉଁଥିରେ ବିଗ-ବିଙ୍କ ମର୍ସିଡିଜ ନଜର ଆସୁଛି । ଏହି ପୋଷ୍ଟରେ କାରର ମୂଲ୍ୟ 9.9 ଲକ୍ଷ ରଖାଯାଇଛି । ବିଗ-ବିଙ୍କ ଏହି କାରଟି 2007 ମଡେଲର ।

ତେବେ ଅମିତାଭଙ୍କ ଫ୍ୟାନ୍ସଙ୍କ ପାଇଁ ଏହି କାରଟି କିଣିବା କୌଣସି ସ୍ବପ୍ନଠାରୁ ମଧ୍ୟ କମ ହେବ ନାହିଁ । OLXରେ ପୋଷ୍ଟ କରାଯାଇଥିବା ଏହି ବିଜ୍ଞାପନରେ କୁହାଯାଇଛି ଯେ ଗାଡି ଥାର୍ଡ ଓନର ପାଖରେ ଅଛି ଏବଂ 50 ହଜାର ମାଇଲ୍ସର ଯାତ୍ରା ପୂରଣ କରିସାରିଛି । ଗାଡିର ମୂଲ୍ୟ 9 ଲକ୍ଷ 99 ହଜାର ରଖାଯାଇଛି । ଏହାସହ ଗାଡି କିଣିବାର ଲୋକେସନ ବାନ୍ଦ୍ରା ବେଷ୍ଟ ମୁମ୍ବାଇ ଦିଆଯାଇଛି ।

Intro:Body:

gsdddddddddddddd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.