ETV Bharat / sitara

ହନୁମାନ ଜୟନ୍ତୀର ଶୁଭେଚ୍ଛା ଜଣାଇଲେ ମହାନାୟକ - good friday

ଟ୍ବିଟ କରି ସମସ୍ତଙ୍କୁ ହନୁମାନ ଜୟନ୍ତୀରେ ଶୁଭେଚ୍ଛା ଜଣାଇଛନ୍ତି ଅମିତାଭ ବଚ୍ଚନ । ଏହାସହ ସେ ହନୁମାନ ଜୟନ୍ତୀ, ଜୁମ୍ମା ଏବଂ ଗୁଡ ଫ୍ରାଇଡେ ପାଳନ ମଧ୍ୟ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଅମିତାଭ ବଚ୍ଚନ
author img

By

Published : Apr 20, 2019, 8:37 PM IST

ମୁମ୍ବାଇ: ଶୁକ୍ରବାର ପୁରା ଦେଶ ହନୁମାନ ଜୟନ୍ତୀ, ଜୁମ୍ମା ଏବଂ ଗୁଡ ଫ୍ରାଇଡେ ପାଳନ କରିଥିଲେ । କାଲି ଏମିତି ଏକ ଦିନ ଥିଲା, ଯେଉଁଠାରେ ସବୁ ଧର୍ମର ଉତ୍ସବକୁ ପାଳନ କରାଯାଇଥିଲା । ଲୋକ ନିଜ ନିଜ ସମ୍ପର୍କୀୟଙ୍କୁ ଶୁଭକାମନା ଦେଇଥିବାବେଳେ ବଲିଉଡର ବିଗ-ବି ଅମିତାଭ ବଚ୍ଚନ ମଧ୍ୟ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ହନୁମାନ ଜୟନ୍ତୀର ଶୁଭକାମନା ଦେଇଛନ୍ତି ।

  • T 3138 - आज तो 'Amar Akbar Anthony ' day हो गया ..
    हनुमान जयंती, जुम्मा, Good Friday

    — Amitabh Bachchan (@SrBachchan) April 19, 2019 " class="align-text-top noRightClick twitterSection" data=" ">

ଅମିତାଭ ଖାସ ଅନ୍ଦାଜରେ ହନୁମାନ ଜୟନ୍ତୀର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟରରେ ଲେଖିଛନ୍ତି, "ଆଜି ତ ଅମର ଆକବର ଆନ୍ଥୋନୀ ହୋଇଛି, ଆଜି ହନୁମାନ ଜୟନ୍ତୀ, ଜୁମ୍ମା, ଗୁଡ ଫ୍ରାଇଡେ ।"

ଅମିତାଭଙ୍କ ଏହି ଟ୍ବିଟ ପରେ ଫ୍ୟାନ୍ସ ମଧ୍ୟ ତାଙ୍କୁ ଏହି ଅନ୍ଦାଜରେ ୱିଶ କରିବା ଆରମ୍ଭ କରିଦେଇଥିଲେ । ଏହାପୂର୍ବରୁ ସେ ହନୁମାନ ଜୟନ୍ତୀର ଶୁଭେଚ୍ଛା ହନୁମାନ ଚାଳିସା ଟ୍ବିଟ କରି ଫ୍ୟାନ୍ସଙ୍କୁ ଶୁଭକାମନା ଜଣାଇଥିଲେ ।

19.04.2019
Radhakanta Mohanty, Kendrapada
Slug-One 2 One with Sunakar Behera, Kendrapada BJP MLA Candidate
Anchor-କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସୁନାକର ବେହେରା।କେନ୍ଦ୍ରାପଡ଼ାକୁ କେନ୍ଦ୍ର ସହିତ ଯୋଡିବା ଲକ୍ଷ୍ୟ ନେଇ ନିର୍ବାଚନକୁ ଓହ୍ଲାଇଛନ୍ତି।ଗତ ନିର୍ବାଚନରେ ସାରା ଦେଶରେ ମୋଦୀ ହାୱା ବହୁଥିବା ବେଳେ ଏହି ଆସନରୁ ପ୍ରତିଦ୍ବନ୍ଦିତା କରି ପରାଜୟ ବରଣ କରିଥିଲେ ମଧ୍ୟ ସାରା ନିର୍ବାଚନ ମଣ୍ଡଳୀରେ ସଙ୍ଗଠନ ରଖିଛନ୍ତି ସୁନାକର।ଡବଲ ଇଞ୍ଜିନର ସରକାର ଗଠନ କଥା କହି ମୋଦୀଜି ପୁନର୍ବାର ସରକାର ଗଢିବେ ଓ ରାଜ୍ୟରେ ବିଜେପି ମଧ୍ୟ ସରକାର ଗଢ଼ିବ ଓ କେନ୍ଦ୍ରାପଡ଼ା ଲୋକମାନଙ୍କର ମୌଳିକ ସମସ୍ୟା ଦୂର ହେବ ବୋଲି ମଧ୍ୟ କହିଛନ୍ତି ଶ୍ରୀ ବେହେରା।ନାହିଁ ନାହିଁରେ ବିକାଶ ହୋଇଛି ତେଣୁ କେନ୍ଦ୍ରାପଡ଼ା ଭୋଟର ନିଜେ ଏଜେଣ୍ଡା ତିଆରି କରିଥିବା ଏବଂ ପାନୀୟ ଜଳ ଏହି ନିର୍ବାଚନ ମଣ୍ଡଳୀର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମାନଙ୍କର ମୁଖ୍ୟ ସମସ୍ୟା ବୋଲି କହିଛନ୍ତି।ଆହୁରିମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ରହିଛି ଯେତେବେଳେ କି ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ଜଣେ ମନ୍ତ୍ରୀଙ୍କ ଦାୟିତ୍ୱରେ ରହିଛି ବୋଲି ପରୋକ୍ଷରେ ମହାକଳାପଡା ଓ ମାହାଙ୍ଗା ବିଧାୟକଙ୍କୁ ଇଙ୍ଗିତ କରି କହିଛନ୍ତି।ସେହିଭଳି ଗମନାଗମନ ପାଇଁ ଭଲ ରାସ୍ତାଟିଏ ନଥିବା ଅଭିଯୋଗ କରିଛନ୍ତି ସୁନାକର।"ଫିର ଏକବାର ମୋଦୀ ସରକାର,କେନ୍ଦ୍ରାପଡ଼ାରେ ବିଜେପି ଦରକାର"ନାରା ଦେଇ ନିର୍ବାଚନ ବୈତରଣୀ ପାର ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି।ସେ ଗୋଟିଏ ସାଧାରଣ ପରିବାରର ମଣିଷ ତେଣୁ ସାଧାରଣ ଲୋକମାନଙ୍କର ସମସ୍ୟାକୁ ଗୁରୁତ୍ୱ ଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଭାରତବର୍ଷର ସର୍ବ ପୁରାତନ ମ୍ୟୁନିସିପାଲିଟି ହୋଇଥିଲେ ମଧ୍ୟ ଏଠାକାର  ଡ୍ରେନେଜ ସମସ୍ୟା ସବୁଠାରୁ ଉତ୍କଟ ସମସ୍ୟା ଭାବରେ ଉଭା ହୋଇଛି।ସେହିପରି ଗୋବରୀ ନଦୀରେ ଆଗକାଳେ ନୌବାଣିଜ୍ୟ ହେଉଥିଲେ ମଧ୍ୟ ଏବେ ଗୋବରୀର ସ୍ଥିତି ସବୁଠାରୁ ଉଦ୍ବେଗଜନକ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ସୁନାକର।ସେହିପରି ଏହି ଆସନରେ ବିଜେପିରୁ ସେ ବିଜୟୀ ହେଲେ ଏହି ସମସ୍ୟା ଗୁଡିକର ସମାଧାନ କରିବା ଲକ୍ଷ୍ୟ ଧାର୍ଯ୍ୟ କରିଥିବା କହନ୍ତି ଶ୍ରୀ ବେହେରା।ବିଜେଡିର ବିଧାୟକ ମାନେ ହାତପାଣ୍ଠିକୁ ପକେଟ ପାଣ୍ଠି ଭାବରେ ଖର୍ଚ୍ଚ କରୁଛନ୍ତି।ଉନ୍ନୟନ ମୂଳକ କାର୍ଯ୍ୟର ୪୦% ଖର୍ଚ୍ଚ କରାଯାଇ ୬୦% ପକେଟକୁ ଯାଉଥିବା ଅଭିଯୋଗ ଆଣିଛନ୍ତି ସୁନାକର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.