ETV Bharat / sitara

ବିଗ ବିଙ୍କ ଶାନଦାର ବାର୍ତ୍ତା, ବାଃବାଃ କହିଲେ ଫ୍ୟାନ୍ସ - ଦେଶବାସୀଙ୍କୁ ସଚେତନା ବାର୍ତ୍ତା

ପୁଣି ନିଜର ଭାବନାକୁ ନେଇ ଚର୍ଚ୍ଚାରେ ଅମିତାଭ। ଏଥର ସେ ସମ୍ପର୍କ ସହ କ୍ବାରେଣ୍ଟାଇନ ଓ ଭେଣ୍ଟିଲେଟରକୁ ତୁଳନା କରିଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
author img

By

Published : May 20, 2020, 8:38 PM IST

ମୁମ୍ବାଇ: କୋରୋନା ଭାଇରସ ଓ ଲକଡାଉନକୁ ନେଇ ସେଲିବ୍ରିଟି ବାରମ୍ବାର ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରି ଦେଶବାସୀଙ୍କୁ ସଚେତନା ବାର୍ତ୍ତା ବାଣ୍ଟୁଛନ୍ତି। କେହି ପୋଷ୍ଟରେ ନିଜ ଅନୁଭବ ସେୟାର କରୁଛନ୍ତି ତ ଆଉ କେହି ନିଜ ପୁରୁଣା ସ୍ମୃତି ଆଲୋଚନା କରୁଥିବାର ଦେଖାଯାଉଛନ୍ତି । ଇତିମଧ୍ୟରେ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଅମିତାଭ ବଚ୍ଚନ ଏବେ ନିଜର ଏକ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚାରେ।

ସେ ଏଥର କ୍ବାରେଣ୍ଟାଇନ ଦିନ ବିଷୟରେ ଭଲ କଥା ଜଣାଇଛନ୍ତି । ତାଙ୍କ ଏହି ପୋଷ୍ଟର ଖୁବ୍ ପ୍ରଶଂସା କରୁଛନ୍ତି ଫ୍ୟାନ୍ସ। ସେ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଆସନ୍ତୁ ମନ କୋଣରେ ଥିବା କାହା ବିଷୟରେ ଘୃଣାକୁ କ୍ବାରେଣ୍ଟାଇନ କରିବା। ହୁଏତଃ କୌଣସି ସମ୍ପର୍କ ଭେଣ୍ଟିଲେଟରରେ ଚଢିବା ପୂର୍ବରୁ ବଞ୍ଚିଯିବ ।’ ତାଙ୍କର ଏପରି ସାକାରତ୍ମକ ଭାବନା ପ୍ରଶଂସକଙ୍କ ମନ କିଣିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.