ETV Bharat / sitara

ଅମିତାଭଙ୍କ ଫିଲ୍ମର ସିନକୁ ରିକ୍ରିଏଟ କଲେ ହୋଇପାରେ ବିବାଦ: ଅଲି ଅବାଜ ଜଫର - amitabh bachchan

ଅମିତାଭଙ୍କ ଫିଲ୍ମର ଦୃଶ୍ୟକୁ ରିକ୍ରିଏଟ କରିବାକୁ ଚାହାଁନ୍ତି ଭାରତ ନିର୍ଦ୍ଦେଶକ ଅଲି ଅବାଜ ଜଫର ମାତ୍ର ଡର ରହିଛି ବିବାଦର । ଜାଣନ୍ତୁ କେଉଁ ଦୃଶ୍ୟ...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 9, 2019, 3:21 PM IST

ହାଇଦ୍ରାବାଦ: ଭାଇଜାନ ଓ ଅଲି ଅବାଜ ଜଫରଙ୍କ ଯୋଡି ଏଥର ପରଦାରେ କରିଛି କମାଲ । ଦର୍ଶକଙ୍କ ଭିତରେ ଦେଖିବାକୁ ମିଳିଛି ‘ଭାରତ’ର କ୍ରେଜ । ତେବେ ଏକ ସାକ୍ଷାତକାରରେ ଅଲି ଅବାଜ ଜଫର ଅମିତାଭଙ୍କ ଫିଲ୍ମ ବିଷୟରେ ଚର୍ଚ୍ଚା କରିଥିଲେ । ଅମିତାଭଙ୍କ ଏପରି ଏକ ଆଇକୋନିକ ସିନ ଅଛି ଯାହା ଅଲିଙ୍କୁ ଅଧିକ ପ୍ରଭାବିତ କରିଥିଲା ।

deewar
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମାତ୍ର ସେ ଏହାକୁ ରିକ୍ରିଏଟ କରିପାରିବେ ନାହିଁ । ‘ଦିୱାର’ଫିଲ୍ମରେ ଥିବା ମନ୍ଦିର ଦୃଶ୍ୟ ସମସ୍ତଙ୍କ ମନରେ ଏବେ ବି ସେତିକି ସତେଜ ଅଛି । ଏହି ଆଇକୋନିକ ସିନକୁ ରିକ୍ରିଏଟ କରିବାକୁ ଚାହାଁନ୍ତି ମାତ୍ର ବିବାଦର ଡର ରହିଛି । ଫିଲ୍ମ ‘ସୁଲତାନ’ରେ ଅଲି ଏହାକୁ ରିକ୍ରିଏଟ କରିବାକୁ ଚାହୁଁଥିଲେ ମାତ୍ର ବିବାଦ ହେବ ଭାବି କରିପାରିନଥିଲେ ।

ଭାରତ ଫିଲ୍ମ କଥା କହିବାକୁ ଗଲେ, ଚତୁର୍ଥ ଦିନରେ ଫିଲ୍ମଟି 100କୋଟି କ୍ଲବରେ ସାମିଲ ହୋଇଛି ।

Intro:Body:

dfs

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.