ମୁମ୍ବାଇ: 'ଗଙ୍ଗୁବାଇ କାଠିଆୱାଡି' ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ଏବଂ ରଣବୀର କପୁର କୋରୋନା ସଂକ୍ରମିତ ହେବା ପରେ ଆଲିଆ ଭଟ୍ଟ ମଧ୍ୟ ନିଜର କୋଭିଡ -19 ଟେଷ୍ଟ କରିଥିଲେ ।
ଏବେ ଆଲିଆଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି ।
- " class="align-text-top noRightClick twitterSection" data="
">
ସୂଚନା ଅନୁଯାୟୀ, ଆଲିଆଙ୍କ କୋରୋନା ରିପୋର୍ଟ ନେଗେଟିଭ ଖବର ଆସିବା ସତ୍ତ୍ବେ ମଧ୍ୟ ସେ ନିଜକୁ ଆଇସୋଲେଟ କରିଛନ୍ତି ।
ପ୍ରକାଶ ଥାଉ ଯେ, ରଣବୀର'ବ୍ରହ୍ମାସ୍ତ୍ର'ର ସେଟରେ କୋରୋନା ସଂକ୍ରମିତ ହୋଇଥିଲେ। ଭଂସାଲୀଙ୍କ କୋରୋନା ପଜିଟିଭ୍ ଖବର ଆସିବା ପରେ ଆଲିଆ କ୍ୟାରେଣ୍ଟାଇନରେ ଥିଲେ।