ETV Bharat / sitara

ଆଲିୟାଙ୍କ ବ୍ରାଇଡ ଲୁକ, ଅନୁଷ୍କାଙ୍କୁ କଲେ ରିପ୍ଲେସ

ରିଲିଜ ହେଲା ଆଲିୟାଙ୍କ ପ୍ରଥମ ଏଥେନିକ ୱେର ବ୍ରାଣ୍ଡ ଭିଡିଓ । ବୋହୂ ଲୁକରେ ସୁନ୍ଦର ନଜର ଆସିଲେ ଆଲିୟା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
author img

By

Published : Aug 31, 2019, 10:25 PM IST

ମୁମ୍ବାଇ: ବୋହୂ ବେଶ ଧାରଣ କଲେ କ୍ୟୁଟ ଆଲିୟା ଭଟ୍ଟ । ଯାହାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଫ୍ୟାନ୍ସଙ୍କୁ ମଧ୍ୟ ତାଙ୍କ ଏହି ବେଶ ଖୁବ୍ ପସନ୍ଦ ଆସିଛି । ଆଲିୟା ବର୍ତ୍ତମାନ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ପପୁଲାର ଏଥେନିକ ୱେର ବ୍ରାଣ୍ଡରେ ରିପ୍ଲେସ କରିଛନ୍ତି ।

ଯାହାର ପ୍ରଥମ ବିଜ୍ଞାପନ ଏବଂ ଫଟୋ ଶନିବାର ରିଲିଜ ହୋଇଯାଇଛି । ଏହି ବିଜ୍ଞାପନରେ ପରଫେକ୍ଟ ବୋହୂ ପରି ଦେଖାଯାଉଛନ୍ତି ଆଲିୟା ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଆଲିୟାଙ୍କ ବିବାହ ହେଉଛି । ଆଉ ସେ ପ୍ରଥମେ ବୋହୂ ବେଶରେ ଅଳଙ୍କାର ପିନ୍ଧି ମଣ୍ଡପ ପାଖକୁ ଚାଲି ଚାଲି ଯାଉଛନ୍ତି ଏବଂ ସମସ୍ତଙ୍କ ପଚାରୁଛନ୍ତି, ‘ଭଲ ଦେଖାଯାଉଛି ନା ମୁଁ । ଲେହେଙ୍ଗା ଦେଖ ମୋର ।’ ସେ ମୋହେ ଫ୍ୟାଶନ ବ୍ରାଣ୍ଡରେ ସାମିଲ ହୋଇଛନ୍ତି । ଯାହାର ପ୍ରମୋଶନ ଭିଡିଓ ସୁଟ କରିଛନ୍ତି ଆଲିୟା ।

ତାଙ୍କ ବିଜ୍ଞାପନ ଭିଡିଓ ମୋହେ ଫ୍ୟାଶନ ଇନଷ୍ଟାଗ୍ରାମରେ ସେୟାର କରିଥିବା ବେଳେ ଆଲିୟା ମଧ୍ୟ ଫ୍ୟାନ୍ସଙ୍କ ପାଇଁ ବୋହୂ ବେଶରେ ଅନେକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

Intro:Body:

BLANK FOR GALLERY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.