ETV Bharat / sitara

ରଣବୀରଙ୍କ ନାଁ ନେଇ ଲାଜେଇଲେ ଆଲିୟା, ଦେଖନ୍ତୁ ଭିଡିଓ

ଅଭିନେତ୍ରୀ ଆଲିୟା ଭଟ୍ଟ ନିକଟରେ ଫିଲ୍ମ 'କଲଙ୍କ'ର ପ୍ରମୋଶନ ପାଇଁ ଏକ ଇଭେଣ୍ଟରେ ପହଞ୍ଚିଥିଲେ । ଯେଉଁଠାରେ ସେ ବରୁଣ ଧୱନଙ୍କୁ ରଣବୀର କହି ଡାକିବାରୁ ଉପ୍ସ ମୁମେଣ୍ଟର ଶିକାର ହୋଇଯାଇଥିଲେ ।

author img

By

Published : Apr 16, 2019, 11:24 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

ମୁମ୍ବାଇ: ଆଲିୟା ଭଟ୍ଟ ଏହି ସମୟରେ ନିଜର ଆଗାମୀ ବହୁ ପ୍ରତିକ୍ଷିତ ଫିଲ୍ମ 'କଲଙ୍କ'ର ପ୍ରମୋଶନରେ ଲାଗିପଡିଛନ୍ତି । ଏହାସହ ସେ 'କଲଙ୍କ' ଫିଲ୍ମର ଷ୍ଟାରକାଷ୍ଟଙ୍କ ସହ ଅନେକ ଇଭେଣ୍ଟରେ ଯୋଗ ଦେଇଥିବାର ମଧ୍ୟ ନଜର ଆସୁଛନ୍ତି । ଏମତିରେ ଏକ ଇଭେଣ୍ଟରୁ ଆଲିୟାଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଉପ୍ସ ମୁମେଣ୍ଟର ଶିକାର ହୋଇଥିବାର ଦେଖାଯାଇଛନ୍ତି ।

ଇଭେଣ୍ଟରେ ଯୋଗ ଦେବାକୁ ପହଞ୍ଚିଥିବା ଆଲିୟାଙ୍କ ସହ ତାଙ୍କ କୋ-ଷ୍ଟାର ବରୁଣ ଧୱନଙ୍କ ସହ ମସ୍ତି କରୁଥିଲେ । ଯେଉଁଠାରେ 'କଲଙ୍କ' ଫିଲ୍ମକୁ ନେଇ ଷ୍ଟାରକାଷ୍ଟ କଥାବାର୍ତ୍ତାରେ ବ୍ୟସ୍ତ ଥିଲେ ହଠାତ୍ ବରୁଣ, ଆଲିୟାଙ୍କ କେଶକୁ ଛୁଇଁ ହଇରାଣ କରିବାରେ ଲାଗିଯାଇଥିଲେ । ଏହା ଦେଖି ଆଲିୟା ତାଙ୍କୁ ମନା କରିଥିଲେ । କିନ୍ତୁ ସବୁଠାରୁ ମଜାଦାର କଥା ହେଲା କି ଆଲିୟା, ବରୁଣଙ୍କ ନାମ ନେବା ପରିବର୍ତ୍ତ୍ବେ ରଣବୀରଙ୍କ ନାମ ନେଇଥିଲେ ।

ଏହା ଶୁଣି ସେଠାରେ ଉପସ୍ଥିତ ଥିବା ଷ୍ଟାରକାଷ୍ଟ ଖୁବ୍ ଜୋରରେ ହସିବାରେ ଲାଗିଯାଇଥିଲେ । ଯାହା ପାଇଁ ଆଲିୟା ଲାଜେଇ ଯାଇଥିଲେ ।

Intro:Body:

dfgfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.