ETV Bharat / sitara

ମ୍ୟୁଜିକାଲ ଭିଡିଓରେ ଆଲିୟାଙ୍କ ଡେବ୍ୟୁ, ଆସିଲା ଫାଷ୍ଟ ଲୁକ

ଜାରି ହେଲା ମ୍ୟୁଜିକାଲ ‘ପ୍ରାଡା’ର ଫାଷ୍ଟ ଲୁକ । ଜଲଦି ମ୍ୟୁଜିକାଲ ଭିଡିଓରେ ଦେଖାଯିବେ ଆଲିୟା ଭଟ୍ଟ ।

author img

By

Published : Aug 10, 2019, 3:01 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

ମୁମ୍ବାଇ: ଫେମସ ଅଭିନେତ୍ରୀ ଆଲିୟା ଭଟ୍ଟ ଖୁବଶୀଘ୍ର ମ୍ୟୁଜିକ ଭିଡିଓରେ ପଦାର୍ପଣ କରିବାକୁ ଯାଉଛନ୍ତି । ସେ ନିଜ ଭିଡିଓ ‘ପ୍ରାଡା’ର ଫାଷ୍ଟ ଲୁକ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ଏହି ଭିଡିଓର ଫାଷ୍ଟ ଲୁକ ପୋଷ୍ଟର ସେୟାର କରିଛନ୍ତି ।

ଆଲିଆ ଏହି ଗୀତ ପାଇଁ ‘Thedoorbeen’ ନିର୍ମାତାଙ୍କ ସହ ହାତ ମିଳାଇଛନ୍ତି । ଏବେ ସେ ଏବଂ ‘Thedoorbeen’ ଜଲଦି ମ୍ୟୁଜିକ ଆଲବମ ‘ପ୍ରାଡା’ ସହ ରାପ ଜଗତରେ ଚହଳ ସୃଷ୍ଟି କରିବାକୁ ଯାଉଛନ୍ତି । ଆଲିୟା ଏହି ଲୁକକୁ ସେୟାର ଫ୍ୟାନ୍ସଙ୍କୁ ଏହି ମ୍ୟୁଜିକ ଭିଡିଓ ବିଷୟରେ ସୂଚନା ଦେଇଛନ୍ତି ।

ଏହି ପୋଷ୍ଟର ସହ ସେ କ୍ୟାପସନରେ ଲେଖିଛନ୍ତି, ‘ମୋର ପ୍ରଥମ ମ୍ୟୁଜିକ ଭିଡିଓ ଖୁବଶୀଘ୍ର ଆସିବାକୁ ଯାଉଛି ।’

ପ୍ରକାଶ ଥାଉକି ଆଲିୟା ଆଜିକାଲି ନିଜର ଆଗାମୀ ଫିଲ୍ମ ‘ସଡକ-2’ ଏବଂ ‘ବ୍ରହ୍ମାସ୍ତ୍ର’କୁ ନେଇ ଖୁବ୍ ବ୍ୟସ୍ତ । ‘ସଡକ-2’ ଜରିଆରେ ଆଲିୟା ପ୍ରଥମଥର ନିଜ ପିତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟ ନିର୍ଦ୍ଦେଶନାରେ କାମ କରୁଛନ୍ତି । ଏହି ଫିଲ୍ମଟି 1991ରେ ଆସିଥିବା ଫିଲ୍ମ ‘ସଡକ’ର ଏହାକ ସିକ୍ବେଲ ଫିଲ୍ମ । ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ସଡକ’ରେ ନଜର ଆସିଥିବେ ପୂଜା ଭଟ୍ଟ ଓ ସଞ୍ଜୟ ଦତ୍ତ । ଏହାର ସିକ୍ବେଲ ଫିଲ୍ମରେ ମଧ୍ୟ ସଞ୍ଜୟ, ପୂଜାଙ୍କ ସହ ଅଭିନେତା ଆଦିତ୍ୟ ରାୟ କପୁର ଅଭିନୟ କରୁଥିବାର ଦେଖାଯିବେ । ସେହିପରି ‘ସଡକ-2’ ଫିଲ୍ମକୁ ଆସନ୍ତା ବର୍ଷ ଜୁଲାଇ 10ରେ ରିଲିଜ କରିବାକୁ ସ୍ଥିର କରିଛନ୍ତି ନିର୍ମାତା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.