ETV Bharat / sitara

ପତ୍ନୀଙ୍କ ଫାଷ୍ଟ ଫଟୋ ସେୟାର କଲେ ଅଲୀ - ପତ୍ନୀଙ୍କ ପାଷ୍ଟ ଫଟୋ ସେୟାର କଲେ ଅଲି

ଏବେ 'ଟାଇଗର ଜିନ୍ଦା ହେ'ର ନିର୍ଦ୍ଦେଶକ ଅଲୀ ତାଙ୍କ ପତ୍ନୀ ଆଲିସିଆ ଜାଫରଙ୍କ ଫାଷ୍ଟ ଝଲକକୁ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

ali-abbas-zafar-introduces-his-wife-alicia-zafar-check-out-first-pic
ପତ୍ନୀଙ୍କ ପାଷ୍ଟ ଫଟୋ ସେୟାର କଲେ ଅଲି
author img

By

Published : Jan 5, 2021, 4:47 PM IST

ନୂଆଦିଲ୍ଲୀ: ନିକଟରେ ବଲିଉଡର ଫେମସ ନିର୍ଦ୍ଦେଶକ- ଚଳଚ୍ଚିତ୍ର ନିର୍ମାତା ଅଲୀ ଅବ୍ବାସ ଜଫର ସିକ୍ରେଟ ବିବାହ କରିଥିଲେ । ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଅଲୀ ଏହି ସୂଚନା ଦେଇଥିଲେ ।

ବର୍ତ୍ତମାନ 'ଟାଇଗର ଜିନ୍ଦା ହେ' ର ନିର୍ଦ୍ଦେଶକ ତାଙ୍କ ପତ୍ନୀ ଆଲିସିଆ ଜାଫରଙ୍କ ଫାଷ୍ଟ ଝଲକକୁ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଇନଷ୍ଟାଗ୍ରାମରେ ବିବାହର ଏକ ରୋମାଣ୍ଟିକ ଫଟୋ ପୋଷ୍ଟ କରି ଅଲୀ ଲେଖିଛନ୍ତି, 1400 ବର୍ଷ ପୂର୍ବେ ଇମାମ ଅଲି ଫାତିମା ଅଲ-ଜାହରାଙ୍କୁ କହିଥିଲେ ଯେ, ମୁଁ ଯେତେବେଳେ ତୁମର ଚେହେରାକୁ ଦେଖେ ମୋର ସମସ୍ତ ଅସୁବିଧା ଦୂର ହୋଇଯାଏ । ଆଲିସିଆ ମୁଁ ମଧ୍ୟ ସମାନ ଅନୁଭବ କରୁଛି ।

ଇନଷ୍ଟାରେ ଅଲୀ ଅନ୍ୟ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ପିତାମାତା ମଧ୍ୟ ଅଛନ୍ତି । ଯାହାର କ୍ୟାପସନରେ ଅଲୀ ଅବ୍ବାସ ଲେଖିଛନ୍ତି, ତୁମକୁ ପରିବାରରେ ସ୍ବାଗତ ।

ଆଜି ଅଲୀ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ପତ୍ନୀଙ୍କ ହାତ ଧରିଥିବାର ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ଅଲୀ କହିଛନ୍ତି 'ବିସ୍ମିଲ୍ଲା ' ।

ପ୍ରକାଶ ଥାଉ ଯେ, ଅଲୀ ଜଫର 'ଟାଇଗର ଜିନ୍ଦା ହେ', 'ଭାରତ', 'ସୁଲତାନ', 'ମେରେ ବ୍ରଦର କି ଦୁଲହନ୍' ଏବଂ 'ଗୁଣ୍ଡେ' ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.