ETV Bharat / sitara

ମୁମ୍ବାଇରେ ନିସର୍ଗ ମାଡ, ଘରେ ରହିବାକୁ କହିଲେ ଅକ୍ଷୟ

ମୁମ୍ବାଇରେ ମାଡ ହୋଇଛି ବାତ୍ୟା ନିସର୍ଗ । 120 କିଲୋମିଟର ବହିଛି ପବନ । ଏଭଳି ପରିସ୍ଥିତିରେ ଅଭିନେତା ଅକ୍ଷୟ କୁମାର ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସମସ୍ତଙ୍କୁ ସତର୍କତାର ସହିତ ନିଜ ଘରେ ରହିବାକୁ କହିଥିଲେ । ଆମେ ଏହି ତୁଫାନକୁ ଦୃଢ ଭାବରେ ମୁକାବିଲା କରିବା । ଅଧିକ ପଢନ୍ତୁ...

akshay shares bmc guidelines to stay safe from guest cyclone nisarga
ଘୂର୍ଣ୍ଣିବଳୟ ନିସର୍ଗ ଉପରେ ଅକ୍ଷୟଙ୍କ ଚେତାବନୀ, କହିଲେ ଘରେ ରହିବା
author img

By

Published : Jun 3, 2020, 6:01 PM IST

ମୁମ୍ବାଇ: ସାରା ଦେଶରେ କରୋନାଭାଇରସ ହଇଚଇ ସୃଷ୍ଟି କରିଦେଇଥିବା ବେଳେ ଏହି ସମୟରେ ମୁମ୍ବାଇରେ ଆଉ ଏକ ବଡ ସଂଙ୍କଟ ବାତ୍ୟା ନିସର୍ଗ 120 କିଲୋମିଟର ବେଗରେ ମାଡ ହୋଇଛି । ଏହାର ପ୍ରଭାବରେ ମୁମ୍ବାଇରେ ଲଗାତାର ବର୍ଷା ହେଉଛି ।

ଏହି ସମୟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଏକ ଭିଡିଓ ସେୟାର କରି ସମସ୍ତଙ୍କୁ ଘରେ ରହିବାକୁ ଏବଂ ବିଏମସି ନିୟମ ପାଳନ କରିବାକୁ କହିଛନ୍ତି ।

ଅକ୍ଷୟ ଭିଡିଓରେ କହିଛନ୍ତି, ବାହାରେ ବର୍ଷା ହେଉଛି । ପ୍ରତିବର୍ଷ ଆମେ ଏହି ସିଜିନକୁ ଅପେକ୍ଷା କରିଥାଉ । କିନ୍ତୁ 2020 ଏକ ଭିନ୍ନ ବର୍ଷ, ଅଜବ ବର୍ଷ ଅଟେ । ସାଇକ୍ଲୋନନ୍ ନିସର୍ଗ 120 କିଲୋମିଟର ବେଗରେ ମାଡ କରିଛି । ତେଣୁ ସତର୍କତାର ସହିତ ନିଜ ଘରେ ରୁହନ୍ତୁ । ଆମେ ଏହି ତୁଫାନକୁ ଦୃଢ ଭାବରେ ମୁକାବିଲା କରିବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.