ETV Bharat / sitara

ଲକଡାଉନରେ ଘରେ ରହୁଥିବା ବ୍ୟକ୍ତି କେବଳ ସୁପରଷ୍ଟାର: ଖିଲାଡୀ - Akshay Kumar: Right now those who stay at home are the only superstars

COVID-19 ମହାମାରୀକୁ ନେଇ ଅକ୍ଷୟ କୁମାର କହିଛନ୍ତି ଯେ ବର୍ତ୍ତମାନ ଯେଉଁମାନେ ଘରେ ରୁହନ୍ତି ସେମାନେ କେବଳ ସୁପରଷ୍ଟାର ଅଟନ୍ତି । ଆହୁରି ପଢନ୍ତୁ...

ବର୍ତ୍ତମାନ ଯେଉଁମାନେ ଘରେ ରୁହନ୍ତି ସେମାନେ କେବଳ ସୁପରଷ୍ଟାର : ଖିଲାଡୀ
author img

By

Published : Mar 27, 2020, 9:41 PM IST

ମୁମ୍ବାଇ: ବଲିଉଡ ଖିଲାଡୀ ଅକ୍ଷୟ କୁମାରଙ୍କ ମତରେ ବର୍ତ୍ତମାନର ପରିସ୍ଥିତିରେ "ସୁପରଷ୍ଟାର" କେବଳ ସେହି ଲୋକମାନଙ୍କୁ କୁହାଯାଇପାରିବ ଯେଉଁମାନେ ଘରେ ରହୁଛନ୍ତି ।

ଅଭିନେତା ଏହାସହ ପ୍ରତ୍ୟେକଙ୍କୁ ଜଣେ ଜଣେ ସୁପରଷ୍ଟାର ହେବାକୁ ଅନୁରୋଧ କରୁଛନ୍ତି ଏବଂ21 ଦିନିଆ ଲକଡାଉନ ସମୟରେ ସରକାରଙ୍କୁ ସହଯୋଗ କରିବାକୁ ଲୋକମାନଙ୍କୁ ଅନୁରୋଧ କରୁଛନ୍ତି ।

ଅଭିନେତା ସୋସିଆଲ ମିଡିଆରେ ଏକ ଭିଡିଓରେ କହିଛନ୍ତି ଯେ, "କିଛି ଲୋକ ଲକଡାଉନର ଅର୍ଥ ବୁଝୁନାହାଁନ୍ତି? ଲକଡାଉନର ଅର୍ଥ ହେଉଛି ତୁମେ ଘରେ ରୁହ, ତୁମ ପରିବାର ସହିତ ରୁହ ଏବଂ ରାସ୍ତାରେ ବୁଲିବା ଉଚିତ ନୁହେଁ ।

ଯଦି ଆପଣମାନେ ଏଭଳି ପରିସ୍ଥିତିରେ ବାହାରକୁ ଯିବାକୁ ଚେଷ୍ଟା କରୁଛନ୍ତି, ତେବେ ବିପଦର ସମ୍ମୁଖିନ ହେବେ । ଯଦି ଆପଣ ଅସାବଧାନତା ଅବଲମ୍ବନ କରନ୍ତି ତେବେ କେହି ସୁରକ୍ଷିତ ରହିବେ ନାହିଁ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.