ETV Bharat / sitara

ତାପସୀଙ୍କ ପ୍ରଶଂସାରେ ଖିଲାଡୀ - ତାପସୀଙ୍କ ପ୍ରଶଂସାରେ ଖିଲାଡୀ

ତାପସୀ ପନ୍ନୁ ବିଭିନ୍ନ ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ ପାଇଁ ବେଶ ଜଣାଶୁଣା । ଯାହାକୁ ନେଇ ଅକ୍ଷୟ କହିଛନ୍ତି ‘ତୁମ ପାଇଁ ଏବଂ ଆଗକୁ ତୁମେ ଯାହା କରିବ ସେଥିପାଇଁ ମୁଁ ଗର୍ବିତ’ ।

akshay-kumar-praises-taapsee-pannu-for-her-work-and-journey
ତାପସୀଙ୍କ ପ୍ରଶଂସାରେ ଖିଲାଡୀ
author img

By

Published : Jan 23, 2021, 8:52 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ବିଭିନ୍ନ ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ ପାଇଁ ବେଶ ଜଣାଶୁଣା । ତାପସୀ ଏପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ର କରିଛନ୍ତି ଯେଉଁଥିରେ ତାଙ୍କର ଚମତ୍କାର ଅଭିନୟକୁ ଫ୍ୟାନ୍ସ ବେଶ ପ୍ରଶଂସା କରିଛନ୍ତି । ଚଳଚ୍ଚିତ୍ର 'ବେବି' ଏବଂ 'ନାମ ଶବାନା' ଉଭୟ ଚଳଚ୍ଚିତ୍ରରେ, ତାପସୀ ଏକ ସିକ୍ରେଟ୍ ସର୍ଭିସ ଏଜେଣ୍ଟ ଭୂମିକାରେ ଅଭିନୟ କରିଥିଲେ । ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ କରିଥିଲେ ।

  • Absolutely! Always make the most of what you have...proud of you and your onwards and upwards journey :) https://t.co/c2tnYDtmu4

    — Akshay Kumar (@akshaykumar) January 23, 2021 " class="align-text-top noRightClick twitterSection" data=" ">

ନିକଟରେ ଫିଲ୍ମ 'ବେବି' ରିଲିଜ୍ ହେବାର 6 ବର୍ଷ ପୂରଣ କରିଛି ।

'ବେବି'ରେ ତାଙ୍କର ଛୋଟ ଭୂମିକାକୁ ମନେ ପକାଇ ତାପସୀ ଲେଖିଛନ୍ତି,' ପ୍ରିୟ କଳାକାରମାନେ, ମିନିଟ୍ ର ସଂଖ୍ୟାରେ କିଛି ଫରକ ପଡ଼େ ନାହିଁ, କିନ୍ତୁ ଆପଣ ସେହି ମିନିଟ୍ ରେ ଦର୍ଶକଙ୍କ ଉପରେ ପକାଇଥିବା ପ୍ରଭାବ ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ । 7 ମିନିଟ୍ ଯାହା ମୋ ଜୀବନକୁ ସଠିକ୍ ଦିଗରେ ପରିଣତ କରିଥିଲା । ତୁମର ନାମ ଶବାନା ' ।

ତାପସୀଙ୍କ ଏହି ପୋଷ୍ଟରେ ଅକ୍ଷୟ ଲେଖିଛନ୍ତି, 'ଅବଶ୍ୟ ...ତୁମ ପାଇଁ ଏବଂ ଆଗକୁ ତୁମେ ଯାହା କରିବ ସେଥିପାଇଁ ମୁଁ ଗର୍ବିତ ' ।

ପ୍ରକାଶ ଥାଉ ଯେ, ଅକ୍ଷୟ ମଧ୍ୟ ଏହି ଦୁଇଟି ଚଳଚ୍ଚିତ୍ରରେ ତାପସୀଙ୍କ ସହ କାମ କରିଥିଲେ। ଉଭୟ ଚଳଚ୍ଚିତ୍ର ନୀରଜ ପାଣ୍ଡେଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.