ETV Bharat / sitara

ଅଜୟଙ୍କ ଫିଲ୍ମ ନିର୍ମାଣ ଘୋଷଣା, କାନ୍ଦିଲେ ଅକ୍ଷୟ !

author img

By

Published : Jul 5, 2020, 3:30 AM IST

ସୋସିଆଲ ମିଡିଆରେ ଭାଇରାଲ ହେଲା ଅକ୍ଷୟ କୁମାରଙ୍କ ମଜାଦାର ମିମି । ଅଜୟଙ୍କ ଆଗାମୀ ଫିଲ୍ମ ଘୋଷଣା ପରେ ୟୁଜର୍ସ ଅକ୍ଷୟଙ୍କୁ ଉପରେ କଲେ ମଜାକ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଅଜୟ ଦେବଗନ ଗଲୱାନ ଘାଟିରେ ଶହୀଦ ହୋଇଥିବା 20 ଭାରତୀୟ ଯବାନଙ୍କ ବଳିଦାନ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଏହାର ଘୋଷଣା ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଶନିବାର ଟ୍ବିଟରେ କରିଛନ୍ତି । ଯାହାକୁ ନେଇ ଖୁସି ତାଙ୍କ ଫ୍ୟାନ୍ସ । କିନ୍ତୁ ଅଜୟଙ୍କ ଏହି ଘୋଷଣା ପରେ ଖିଲାଡି ଅକ୍ଷୟ କୁମାରଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ୟୁଜର୍ସ ।

ତରଣ ଟ୍ବିଟ କରି ଲେଖିଛନ୍ତି, ‘ଅଜୟ ଦେବଗନ ଗଲୱାନ ଘାଟିରେ ହୋଇଥିବା ଭାରତ-ଚୀନ ଲଢେଇ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଫିଲ୍ମର ଟାଇଟଲ ଏଯାବତ ସ୍ଥିର କରାଯାଇନାହିଁ । ଫିଲ୍ମରେ ସେହି 20 ଯବାନଙ୍କ କାହାଣୀ ଦେଖିବାକୁ ମିଳିବ, ଯିଏ ଏହି ଲଢେଇରେ ଶହୀଦ ହୋଇଛନ୍ତି ।’

ଏହାପରେ ଆଉ କଣ ଥିଲା ୟୁଜର୍ସଙ୍କୁ ଅକ୍ଷୟଙ୍କ ଉପରେ ମଜାକ କରିବା ସୁଯୋଗ ମିଳିଯାଇଥିଲା । ଜଣେ ୟୁଜର ଜୋକ କରି ଲେଖିଛନ୍ତି, ‘ଅକ୍ଷୟଙ୍କଠୁ ଅଜୟ ଏହି ଫିଲ୍ମ ଛଡାଇ ନେଇଛନ୍ତି ।’ ସେହିପରି କିଛି ମିମିରେ ଦେଖିବାକୁ ମିଳୁଛି ଅଜୟଙ୍କ ଏହି ଘୋଷଣା ପରେ ଅକ୍ଷୟ କାନ୍ଦୁଥିବାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.