ETV Bharat / sitara

ଏୟାରପୋର୍ଟରେ ଝିଅ ହାତ ଧରି ଟ୍ରୋଲ ହେଲେ ଐଶ୍ଚର୍ଯ୍ୟା - ଆରାଧ୍ୟାଙ୍କ ସହ ଐଶ୍ଚର୍ଯ୍ୟା

ପରିବାର ସହ ମୁମ୍ବାଇ ଫେରିଲେ ଐଶ୍ଚର୍ଯ୍ୟା । ହେଲେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Feb 18, 2021, 12:07 PM IST

ମୁମ୍ବାଇ: ବୁଧବାର ସନ୍ଧ୍ୟାରେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ସ୍ବାମୀ, ଅଭିନେତା ଅଭିଷେକ ବଚ୍ଚନ ଓ ଝିଅ ଆରାଧ୍ୟାଙ୍କ ସହ ଚେନ୍ନାଇରୁ ମୁମ୍ବାଇ ଫେରିଥିଲେ । ସେ କିଛି ଦିନରୁ ନିଜର ଆଗାମୀ ଫିଲ୍ମ ‘ପୋନିୟିନ୍ ସେଲଭାନ୍‌’ର ସୁଟିଂ ପାଇଁ ଚେନ୍ନାଇରେ ଥିଲେ । ହେଲେ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ଟ୍ରୋଲର୍ସ । କାରଣ ଏୟାରପୋର୍ଟରୁ ତାଙ୍କର କିଛି ଫଟୋ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଆଧାର କରି ତାଙ୍କୁ ଟାର୍ଗେଟ କରିଛନ୍ତି ୟୁଜର୍ସ ।

ତେବେ କଥାଟି ହେଲା ଯେ ଆରାଧ୍ୟାଙ୍କ ହାତ ଧରି ଅଭିଷେକଙ୍କ ସହ ଏୟାରପୋର୍ଟରେ ଚାଲୁଥିବାର ଭିଡିଓରେ ନଜର ଆସୁଛନ୍ତି ସେ। ଆଉ କ୍ୟାମେରାକୁ ଦେଖି ଝିଅଙ୍କୁ ଜାବୁଡି ଧରିବାରୁ ୟୁଜର୍ସ ମଜାଦାର କମେଣ୍ଟ କରି ତାଙ୍କୁ ଟ୍ରୋଲର କରୁଛନ୍ତି ।

ଜଣେ ୟୁଜର ଲେଖିଛନ୍ତି, ‘ଝିଅ ବଡ ହେଲାଣି ଏବେ ତାଙ୍କ ହାତ ଧରନି।’ ସେହିପରି ଦ୍ବିତୀୟ ୟୁଜର ଲେଖିଛନ୍ତି, ‘ସବୁଥର ପରି, ନିଜ ଲାଡଲୀକୁ ଜାବୁଡ଼ି ଧରିଛନ୍ତି ।’ ଏହିପରି ଅନେକ କମେଣ୍ଟ ବର୍ତ୍ତମାନ ତାଙ୍କୁ ମିଳିବାରେ ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.