ETV Bharat / sitara

ବୟାନଙ୍କୁ ନେଇ ସୋସିଆଲ ମିଡିଆରେ ହଟହଟା ସୈଫ - ବିଜେପି ନେତ୍ରୀ ମୀନାକ୍ଷୀ ଲେଖିଙ୍କ ଟ୍ବିଟ

ଭାରତ ଅସ୍ତିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି ସୈଫ । ଏବେ ଟ୍ବିଟରରେ ଟ୍ରେଣ୍ଡ କରୁଛି #ThereWasNoConceptOf ।

aif ali khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Jan 23, 2020, 8:41 PM IST

ମୁମ୍ବାଇ: ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ କିଛି ଦିନ ହେବ ନିଜ ବୟାନ ପାଇଁ ଟ୍ରୋଲ ହେବାରେ ଲାଗିଛନ୍ତି । ନିକଟରେ ସେ ନିଜ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ରେ ଇତିହାସର ତଥ୍ୟ ସହ ଭୁଲ ବ୍ୟବହାର କରାଯାଇଛି, ଯାହା ବିପଦପୂର୍ଣ୍ଣ ବୋଲି କହିଥିଲେ ସେ । ଏହାସହ ସେ କହିଥିଲେ ତାଙ୍କ ଅନୁଯାୟୀ ଭାରତକୁ ବ୍ରିଟିଶ ରୂପରେଖ ଦେଇଥିଲେ, ଯାହାପୂର୍ବରୁ ନଥିଲା । ଭାରତ ଅସ୍ତିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି ସୈଫ ।

tweet-4
ଫଟୋ ସୌଜନ୍ୟ: ଟ୍ବିଟର

ତାଙ୍କ ଏହି ବୟାନ ଉପରେ ପ୍ରଥମେ ବିଜେପି ନେତ୍ରୀ ମୀନାକ୍ଷୀ ଲେଖି ଟ୍ବିଟ କରି କଡା ଜବାବ ଦେଇଥିଲେ । ତାଙ୍କ ପରେ କଙ୍ଗନା ରଣାୱତ ମଧ୍ୟ ନିଜ ପ୍ରତିକ୍ରିୟା ରଖି ସୈଫଙ୍କ ଜବାବର ସମାଲୋଚନା କରିଥିଲେ । ଆଉ ଏବେ ସୋସିଆଲ ମିଡିଆରେ ତାଙ୍କ ବୟାନ ଉପରେ ଖୁବ୍ ମିମି ଦେଖିବାକୁ ମିଳୁଛି । ବର୍ତ୍ତମାନ ସୋସିଆଲ ମିଡିଆରେ ନିଜ ବୟାନକୁ ନେଇ ହଟହଟା ହୋଇଛନ୍ତି ସୈଫ ।

tweet-3
ଫଟୋ ସୌଜନ୍ୟ: ଟ୍ବିଟର

ଅନେକ ୟୁଜର ମିମି ତିଆରି କରି ସୈଫଙ୍କ ମଜାକ ଉଡାଇଛନ୍ତି । ଟ୍ବିଟରରେ ଏବେ ସୈଫଙ୍କ ବୟାନକୁ ଆଧାର କରି #ThereWasNoConceptOf ଟ୍ରେଣ୍ଡ କରିବାରେ ଲାଗିଛି । ଅନେକ ଟ୍ବିଟର ଯୁଜର୍ସ ଏହାକୁ ବ୍ୟବହାର କରି କମେଣ୍ଟ ମାରିଛନ୍ତି ।

tweet-2
ଫଟୋ ସୌଜନ୍ୟ: ଟ୍ବିଟର
tweet-1

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.