ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ନିଧନରେ ସମସ୍ତେ ଆଶ୍ଚର୍ଯ୍ୟ । ବର୍ତ୍ତମାନ ତାଙ୍କ ଆତ୍ମହତ୍ୟାକୁ ଆଧାର କରି ବଲିଉଡରେ ଜୋରସୋରରେ ଚର୍ଚ୍ଚା ଚାଲିଛି । ଇତିମଧ୍ୟରେ ଫେମସ ଅଭିନେତ୍ରୀ ରବୀନା ଟଣ୍ଡନ ସୋସିଆଲ ମିଡିଆରେ ବଲିଉଡକୁ ନେଇ ବଡ ଖୁଲାସା କରିଛନ୍ତି । ରବୀନା ସୋମବାର ଅନେକ ଟ୍ବିଟ କରିଥିଲେ । ଯେଉଁଥିରେ ସେ ବଲିଉଡ ସହ ସମ୍ପୃକ୍ତ ଅନେକ କଥା ସମସ୍ତଙ୍କୁ ଜଣାଇଥିଲେ ।
-
When you speak the truth,you are branded a liar,Mad,psychotic. Chamcha journos write pages&pages destroying all the hard work that you might have done.Even though born in the industry, grateful for all it has given me,but dirty politics played by some can leave a sour taste . https://t.co/uR9usJitdb
— Raveena Tandon (@TandonRaveena) June 15, 2020 " class="align-text-top noRightClick twitterSection" data="
">When you speak the truth,you are branded a liar,Mad,psychotic. Chamcha journos write pages&pages destroying all the hard work that you might have done.Even though born in the industry, grateful for all it has given me,but dirty politics played by some can leave a sour taste . https://t.co/uR9usJitdb
— Raveena Tandon (@TandonRaveena) June 15, 2020When you speak the truth,you are branded a liar,Mad,psychotic. Chamcha journos write pages&pages destroying all the hard work that you might have done.Even though born in the industry, grateful for all it has given me,but dirty politics played by some can leave a sour taste . https://t.co/uR9usJitdb
— Raveena Tandon (@TandonRaveena) June 15, 2020
ସେ ଟ୍ବିଟ କରି ଲେଖିଥିଲେ, ‘କଣ ଏମିତି ହେଉଛି ଯେ ଆପଣଙ୍କୁ ଫିଲ୍ମରୁ ହଟେଇ ଦିଆଯାଉଛି । ହିରୋ ନିଜ ଗାର୍ଲଫ୍ରେଣ୍ଡଙ୍କୁ ଫିଲ୍ମରେ ନେଉଛନ୍ତି କିମ୍ବା ନିଜର କିଛି ଲୋକଙ୍କ ଜରିଆରେ ଫେକ ନ୍ୟୁଜ ପ୍ରଚାର କରି ଅନ୍ୟଙ୍କ କ୍ୟାରିୟର ଶେଷ କରିଦେଇଛନ୍ତି । ଆପଣଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥାଏ । ହେଲେ କିଛି ଲୋକ ଏହାକୁ ସହିଯାଆନ୍ତି ଆଉ କିଛି ସହିପାରନ୍ତି ନାହିଁ ।’
-
“mean girl”gang of the industry.Camps do exist.Made fun of,bn removed from films by Heroes,their girlfriends,Journo chamchas&their career destroying fake media stories.Sometimes careers are destroyed.U struggle to keep afloat.fight backSome survive Some Dont.#oldwoundsrevisited
— Raveena Tandon (@TandonRaveena) June 15, 2020 " class="align-text-top noRightClick twitterSection" data="
">“mean girl”gang of the industry.Camps do exist.Made fun of,bn removed from films by Heroes,their girlfriends,Journo chamchas&their career destroying fake media stories.Sometimes careers are destroyed.U struggle to keep afloat.fight backSome survive Some Dont.#oldwoundsrevisited
— Raveena Tandon (@TandonRaveena) June 15, 2020“mean girl”gang of the industry.Camps do exist.Made fun of,bn removed from films by Heroes,their girlfriends,Journo chamchas&their career destroying fake media stories.Sometimes careers are destroyed.U struggle to keep afloat.fight backSome survive Some Dont.#oldwoundsrevisited
— Raveena Tandon (@TandonRaveena) June 15, 2020
ସେହିପରି ସେ ଦ୍ବିତୀୟ ଟ୍ବିଟରେ ଲେଖିଥିଲେ,‘ ଯେବେ ଆପଣ ଏମାନଙ୍କ ବିରୋଧରେ ସ୍ବର ଉଠାଉଛନ୍ତି ତେବେ ଆପଣଙ୍କୁ ମିଛୁଆ କୁହାଯାଏ । ପାଗଳ କୁହାଯାଏ । ଏହି ଇଣ୍ଡଷ୍ଟ୍ରି ସହ ସମ୍ପୃକ୍ତ ହୋଇ ମୁଁ ଋଣି । ହେଲେ ଏହା ହିଁ ଇଣ୍ଡଷ୍ଟ୍ରିର ବାସ୍ତବତା । ଏମିତି କାହାରି ସହ ମଧ୍ୟ ହୋଇପାରେ । ଯିଏ ଇଣ୍ଡଷ୍ଟ୍ରିରେ ଜନ୍ମିତ ଇନସାଇଡର ଯେମିତି ମୁଁ । କିମ୍ବା ଆଉଟସାଇଡର । ସେମାନେ ମତେ ଯେତେ ଦବେଇବାକୁ ଚେଷ୍ଟା କଲେ ମୁଁ ସେତିକି ଫାଇଟ ବ୍ୟାକ କରିଥିଲି । ଖରାପ ରାଜନୀତି ସବୁ ସ୍ଥାନରେ ଚାଲିଛି ।’