ETV Bharat / sitara

ବଲିଉଡ ଡ୍ରଗ୍ସ ମାମଲା: ରକୁଲଙ୍କୁ ପଚରାଉଚରା ଜାରି - after rakul deepikas manager karishma join

ବଲିଉଡରେ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଶୁକ୍ରବାର ଏନସିବିରେ ହାଜର ହୋଇଛନ୍ତି। ରକୁଲଙ୍କ ପରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ମଧ୍ୟ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

after rakul deepikas manager karishma join ncb probe in drug case
ବଲିଉଡ ଡ୍ରଗ୍ସ ମାମଲା: ରକୁଲଙ୍କୁ ପଚରାଉଚରା ଜାରି
author img

By

Published : Sep 25, 2020, 3:41 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଶୁକ୍ରବାର ଏନସିବିରେ ହାଜର ହୋଇଛନ୍ତି।

ରକୁଲଙ୍କ ପରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ମଧ୍ୟ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

ଏନସିବି ଅଧିକାରୀଙ୍କ ଅନୁଯାୟୀ,ପ୍ରଥମେ ଅଫିସରେ ରକୁଲ ପହଞ୍ଚିବା ପରେ କରିସ୍ମା ପହଞ୍ଚିଥିଲେ।

ଏନସିବି ଦୀପିକା, ରକୁଲ, ଶ୍ରଦ୍ଧା କପୁର, ସାରା ଅଲି ଖାନ ଏବଂ ଅନ୍ୟମାନଙ୍କୁ ଡକାଇବାର ଦୁଇ ଦିନ ପରେ ଉଭୟ ଏଜେନ୍ସି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

ଏନସିବି ଗୁରୁବାର ଦିନ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦୀ ଏବଂ ଫ୍ୟାଶନ ଡିଜାଇନର୍ ସିମୋନ ଖମ୍ବାଟାଙ୍କ ବୟାନ ରେକର୍ଡ କରିଛି।

ସୂତ୍ରରୁ ପ୍ରକାଶ ଯେ, ଏହି ସେଲିବ୍ରିଟିମାନେ କିପରି ଏବଂ କାହାଠାରୁ ଡ୍ରଗ୍ସ କିଣିଛନ୍ତି ଏବଂ ସୋମାନେ ଡ୍ରଗ୍ସକୁ ବ୍ୟକ୍ତିଗତ ବ୍ୟବହାର ପାଇଁ କିମ୍ବା ଅନ୍ୟ କାହା ପାଇଁ କିଣିଛନ୍ତି ତାହା ଉପରେ ପ୍ରଶ୍ନ କରାଯିବ।

ଏହି ମାମଲାରେ ଏନସିବି ଏପର୍ଯ୍ୟନ୍ତ ରିଆ ଏବଂ ସୌଭିକଙ୍କ ସମେତ 19 ଜଣଙ୍କୁ ଗିରଫ କରିସାରିଛି।

ଏନସିବି ସିଇଓ ଧ୍ରୁବ, ନିର୍ମାତା ମଧୁ ମଣ୍ଟେନା ବର୍ମା ଏବଂ ସୁଶାନ୍ତଙ୍କ ମ୍ୟାନେଜର ଜୟା ସାହାଙ୍କ ବୟାନ ମଧ୍ୟ ରେକର୍ଡ କରିସାରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.