ETV Bharat / sitara

ଅର୍ଜୁନଙ୍କ ପରେ ସମୀରାଙ୍କୁ କୋରୋନା - after-arjun-sameera-corona

ବଲିଉଡ ଅଭିନେତ୍ରୀ ସମୀରା ରେଡ୍ଡୀଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । ସମୀରା କୋରୋନା ସଂକ୍ରମିତ ହେବା ଖବର ବର୍ତ୍ତମାନ ଚର୍ଚ୍ଚାରେ । ଅଧିକ ପଢନ୍ତୁ...

after-arjun-rampal-now-sameera-reddy-also-got-corona-emotion-note-written-on-social-media
ଅର୍ଜୁନଙ୍କ ପରେ କୋରୋନା କବଳରେ ସମୀରା
author img

By

Published : Apr 18, 2021, 4:01 PM IST

ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଲହର ପୁଣି ଥରେ ସାରା ଦେଶରେ ଲୋକଙ୍କୁ ହଇରାଣ କରିବା ଆରମ୍ଭ କରିଦେଇଛି । ବହୁ ବଲିଉଡ ତାରକା ମଧ୍ୟ ଏହି ମହାମାରୀର ଶିକାର ହୋଇଛନ୍ତି । ଏସବୁ ମଧ୍ୟରେ ଏବେ କୋରୋନାରେ ଆକ୍ରାନ୍ତ ହେଲେ ଅଭିନେତ୍ରୀ ସମୀରା ରେଡ୍ଡୀ । ସମୀରା ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସେ ଏବେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି ।

after-arjun-rampal-now-sameera-reddy-also-got-corona-emotion-note-written-on-social-media
ଅର୍ଜୁନଙ୍କ ପରେ କୋରୋନା କବଳରେ ସମୀରା

ସମୀରା ତାଙ୍କ ଇନଷ୍ଟାଗ୍ରାମରେ ଏକ ନୋଟର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଲେଖାଅଛି, ମୋର କୋଭିଡ-19 ଟେଷ୍ଟ ପଜିଟିଭ୍ ଆସିଛି । ମୁଁ ଏବେ ହୋମ କ୍ବାରେଣ୍ଟାଇନରେ ଅଛି, ଡାକ୍ତରମାନେ ମଧ୍ୟ ମୋର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଶକ୍ତିଶାଳୀ ହେବାର ସମୟ । ସମସ୍ତେ ସୁରକ୍ଷିତ ରୁହନ୍ତୁ ।

ପ୍ରକାଶ ଥାଉ ଯେ, ସମୀରାଙ୍କ ପୂର୍ବରୁ ନିକଟରେ ଅଭିନେତା ଅର୍ଜୁନ ରାମପାଲ କୋରୋନା ସଂକ୍ରମିତ ହେବାର ଖବର ସାମ୍ନାକୁ ଆସିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.