ETV Bharat / sitara

ସିନେମା ହଲ ଖୋଲିବା ପରେ ବି ଆର୍ଥିକ ସମସ୍ୟାରେ କର୍ମଚାରୀ - ଆର୍ଥିକ ସମସ୍ୟା ଦେଇ କରୁଛନ୍ତି କର୍ମଚାରୀ

ଲକଡାଉନ ପରେ ବି ଦୁଃଖରେ ସିନେମା ହଲ କର୍ମଚାରୀ । ଆର୍ଥିକ ସମସ୍ୟା ଦେଇ କରୁଛନ୍ତି ଗତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ
author img

By

Published : Nov 20, 2020, 1:57 PM IST

ମୁମ୍ବାଇ: ଆଠ ମାସ ପରେ ସିନେମା ହଲ୍ ଏବଂ ମଲ୍ଟିପ୍ଲେକ୍ସ ଦେଶରେ ପୁନଃ ଖୋଲିଛି । ହେଲେ ବ୍ୟବସାୟରେ କ୍ଷତି ଦେଖିବାକୁ ମିଳିଛି । ସେପଟେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କର୍ମଚାରୀ । କାରଣ କୋରୋନା ମହାମାରୀ ମଧ୍ୟରେ ନୂଆ ହିନ୍ଦୀ ଫିଲ୍ମ ରିଲିଜ ଅଭାବ ଏବଂ ଲୋକଙ୍କ ମଧ୍ୟରେ ଭୟ ଏଯାବତ ରହିଅଛି । ଏହି ମହାମାରୀରେ ସିନେମା ହଲ୍ କର୍ମଚାରୀଙ୍କୁ ଅଧିକ ପ୍ରଭାବିତ କରିଛି । ଯାହା ଫଳରେ ପରିବାର ପେଟ ପୋଷିବାକୁ ସେମାନଙ୍କ ପାଖରେ ଆର୍ଥିକ ସମସ୍ୟା ଦେଖା ଦେଉଛି ।

କେତେକଙ୍କ ପାଇଁ, ଲକଡାଉନ ହେବା ପର ଠାରୁ ଦରମାରେ ଅଭାବ ଦେଖା ଦେଇଛି ତ ଆଉ କେତକ କର୍ମଚାରୀ ନିଜ ଚାକିରି ହରାଇଛନ୍ତି ଏବଂ ନୂତନ ସୁଯୋଗକୁ ଅପେକ୍ଷା କରିଛନ୍ତି | ଏହି ଶ୍ରମିକଙ୍କ ମଧ୍ୟରୁ ଅନେକ ବଡ଼ ସହରରେ ପ୍ରବାସୀ ସେମାନ ନିଜ ପରିବାରର ଏକମାତ୍ର ରୋଜଗାରା କରୁଥିବା ସଦସ୍ୟ ।

ଦୁଇ ବର୍ଷ ଧରି ବେଙ୍ଗାଲୁରୁର ଏକ ମଲ୍ଟିପ୍ଲେକ୍ସରେ ଇଲେକ୍ଟ୍ରିସିଆନ ଭାବରେ କାର୍ଯ୍ୟ କରୁଥିବା ବିହାରର ସରାନରୁ ହିମାଂଶୁ କୁମାର ଲକଡାଉନ ସମୟରେ ତାଙ୍କ ଦରମାର 40 ପ୍ରତିଶତକୁ ହ୍ରାସ ପାଇଥିଲେ ଏବଂ ଏପର୍ଯ୍ୟନ୍ତ ସେ ତାହା ପାଇ ନାହାଁନ୍ତି ।

ସମାନ ବିଷୟରେ ଆଲୋଚନା କରି ହିମାଂଶୁ କହିଛନ୍ତି, ‘ଯଦିଓ ଲକଡାଉନ ସମୟରେ ମଲ୍ଟିପ୍ଲେକ୍ସ ବନ୍ଦ ଥିଲା, ସିସିଟିଭି କ୍ୟାମେରା ଏବଂ ଅଗ୍ନି ନିର୍ବାପକ ଯନ୍ତ୍ର ଚାଲୁଥିଲା । ମୋତେ ପ୍ରତି 10 ଦିନରେ ଥରେ ଯାଞ୍ଚ କରିବାକୁ ପଡୁଥିଲା । ଲକଡାଉନ ସମୟରେ ମୋ ଦରମାରୁ 40 ପ୍ରତିଶତ ହ୍ରାସ କରାଯାଇଥିଲା । ମୋର ମୋଟ ଦରମା ଯାହା ନଭେମ୍ବରରେ ସାମାନ୍ୟ ବୃଦ୍ଧି ପାଇଛି, କିନ୍ତୁ ମୁଁ ତଥାପି ମୋର ସମ୍ପୂର୍ଣ୍ଣ ଦେୟ ପାଇପାରୁ ନାହିଁ।’

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.