ETV Bharat / sitara

ପାକିସ୍ତାନୀ ୟୁଜରକୁ ଅଦନାନଙ୍କ କଡା ଜବାବ୍

author img

By

Published : Aug 16, 2019, 8:58 AM IST

ପାକିସ୍ତାନୀ ଅଦନାନଙ୍କୁ 2016ରେ ଭାରତୀୟ ନାଗରିକତା ମିଳିଥିଲା । ଏବେ ପାକିସ୍ତାନ ୟୁଜର୍ସଙ୍କୁ ଜବାବ ଦେଉଥିବାର ନଜର ଆସୁଛନ୍ତି ଅଦନାନ ସାମି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଦନାନ ସାମୀ

ମୁମ୍ବାଇ: ଜାମ୍ମୁ-କାଶ୍ମୀରକୁ ନେଇ ଭାରତ ସରକାର ଆର୍ଟିକଲ 370 ଉଚ୍ଛେଦ କରିବା ବ୍ୟବସ୍ଥାକୁ ନେଇ କେବଳ ପାକିସ୍ତାନ ନୁହେଁ ସେଠାକାର ଜନସାଧାରଣ ମଧ୍ୟ ଡରିଯାଇଛନ୍ତି । ଏମିତିରେ ସୋସିଆଲ ମିଡିଆରେ ପାକିସ୍ତାନୀ ୟୁଜର୍ସ ଆଡୁସାଡୁ ଖବର ଭାଇରାଲ କରିବା ସହ ଲୋକଙ୍କ ମଧ୍ୟ ଟାର୍ଗେଟ କରିବାରେ ଲାଗିଛନ୍ତି ।

ପାକିସ୍ତାନ ଟ୍ରୋଲର୍ସ ଅଗଷ୍ଟ 15 ଅବସରରେ ଲୋକପ୍ରିୟ ଗାୟକ ଅଦନାନ ସାମୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ଆଉ ଯେତେବେଳେ ତାଙ୍କ ପିତାଙ୍କୁ ନେଇ ପ୍ରଶ୍ନ ପଚାରିଥିଲେ ତେବେ ଅଦନାନ କଡା ଜବାବ ଦେଇ ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରିଦେଇଥିଲେ ।

କଥାଟି ହେଲା କି ଅଦନାନଙ୍କୁ ଜଣେ ଟ୍ରୋଲର ପ୍ରଶ୍ନ କରିଥିଲେ କି ତାଙ୍କ ପିତା କେଉଁଠାରେ ଜନ୍ମ ହୋଇଥିଲା ଆଉ କେଉଁଠାରେ ମରିଥିଲେ । ଏହାପରେ ଅଦନାନ କ୍ରୋଧିତ ହୋଇ ଲେଖିଥିଲେ, ‘ମୋ ପିତା 1942ରେ ଭାରତରେ ଜନ୍ମ ହୋଇଥିଲେ, ଆଉ 2009ରେ ଭାରତରେ ହିଁ ମରିଥିଲେ । ଏବେ କୁହ ।’

ତାଙ୍କୁ ପ୍ରଶ୍ନ କରିଥିବା ୟୁଜର ନାମ ମହମ୍ମଦ ସଫିକ ହେବା ସହ ସେ କରାଚୀର ବାସିନ୍ଦା ବୋଲି ଟ୍ବିଟରରେ ଲେଖା ହୋଇଥିଲା ।

Intro:Body:

defh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.