ETV Bharat / sitara

ମହିଳା କେନ୍ଦ୍ରିତ ଫିଲ୍ମ ବିଷୟରେ ଏମିତି କହିଲେ ବିଦ୍ୟା...

‘ସେରନୀ’ ନେଇ ଖୁବଶୀଘ୍ର ଦର୍ଶକଙ୍କୁ ମନୋରଞ୍ଜନ କରିବେ ବିଦ୍ୟା । ଏବେ ମହିଳା ଓ ପୁରୁଷ କେନ୍ଦ୍ରିତ ଫିଲ୍ମ ବିଷୟରେ କହିଲେ ମନ କଥା । ଅଧିକ ପଢନ୍ତୁ...

author img

By

Published : Jun 14, 2021, 9:58 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନ ନିଜର ଆଗାମୀ ଫିଲ୍ମ ‘ସେରନୀ’କୁ ନେଇ ଚର୍ଚ୍ଚାରେ । ନିକଟରେ ଫିଲ୍ମର ଦମଦାର ଟ୍ରେଲର ରିଲିଜ କରି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଥିଲେ ମେକର୍ସ । ଇତିମଧ୍ୟରେ ମହିଳା କେନ୍ଦ୍ରିତ ଫିଲ୍ମ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ ଅଭିନେତ୍ରୀ । ଏହାସହ ବଲିଉଡରେ ପୁରୁଷ କେନ୍ଦ୍ରିତ ଫିଲ୍ମ ଉପରେ ମଧ୍ୟ ସେ ପ୍ରଶ୍ନବୀଚୀ ସୃଷ୍ଟି କରିଛନ୍ତି ।

ଏକ ସାକ୍ଷାତକାରରେ ଯୋଗ ଦେଇ ସେ କହିଛନ୍ତି, ‘କୌଣସି ମହିଳା କେନ୍ଦ୍ରିତ ଫିଲ୍ମରେ ଅଭିନେତାଙ୍କୁ ସାମିଲ କରିବା କଷ୍ଟସାଧ୍ୟ । କାରଣ କୌଣସି ବଡ ଅଭିନେତା ଏପରି ଫିଲ୍ମରେ ଅଭିନୟ କରିବାକୁ ପସନ୍ଦ କରନ୍ତି ନାହିଁ ।’

ପ୍ରକାଶ ଥାଉକି ଗତ ବର୍ଷ ବିଦ୍ୟାଙ୍କୁ ଫିଲ୍ମ ‘ଶକୁନ୍ତଳା’ରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ତାଙ୍କ ଦମଦାର ଅଭିନୟ ଦେଖି ସବୁ ମହଲରେ ପ୍ରଶଂସା ବେଶ୍ ହୋଇଥିଲା । ଏଥର ସେ ମହିଳା କେନ୍ଦ୍ରିତ ଫିଲ୍ମ ‘ସେରନୀ’ ନେଇ ପରଦାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.