ETV Bharat / sitara

ଅକ୍ଷୟଙ୍କ ଉପରେ ଚୋରି ଅଭିଯୋଗ ଆଣିଲେ ପତ୍ନୀ ଟ୍ବିଙ୍କଲ !

author img

By

Published : Jul 21, 2020, 1:21 PM IST

ଚର୍ଚ୍ଚାରେ ବଲିଉଡର ଫେମସ କପଲ ଅକ୍ଷୟ-ଟ୍ବିଙ୍କଲ। ଏଥର ସ୍ବାମୀଙ୍କୁ ନେଇ ବଡ ଖୁଲାସା କରିଛନ୍ତି ଟ୍ବିଙ୍କଲ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ଏହି କୋରୋନା ଯୁଗରେ ଲୋକଙ୍କୁ ମାସ୍କର ମହତ୍ବ ବିଷୟରେ ଜଣାପଡିଯାଇଛି। ଖାଲି ସାଧାରଣ ଲୋକେ ନୁହେଁ ସେଲିବ୍ରିଟି ମଧ୍ୟ ନିଜ କାମ ବିନା ମାସ୍କରେ ଆରମ୍ଭ କରିପାରୁନାହାଁନ୍ତି । କାରଣ ଏମିତି କିଛି ସୋସିଆଲ ମିଡିଆରେ ବର୍ତ୍ତମାନ ଦେଖିବାକୁ ମିଳୁଛି। ପତ୍ନୀ ଟ୍ବିଙ୍କଲ ଖାନ୍ନାଙ୍କ ମାସ୍କ ଚୋରାଇ ଚର୍ଚ୍ଚାରେ ଖିଲାଡି ଅକ୍ଷୟ କୁମାର। ଯାହାର ଭିଡିଓ ଅକ୍ଷୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ଭିନ୍ନ ଭିନ୍ନ ଭାଷାରେ ମାସ୍କ ପିନ୍ଧୁଥିବା ଲୋକଙ୍କୁ ଗାଳି କରୁଥିବାର ନଜର ଆସୁଛନ୍ତି କିଛି ଲୋକ। ଅକ୍ଷୟ ନିଜ ମଧ୍ୟ ଏକ ଫ୍ଲୋରଲ ମାସ୍କ ପିନ୍ଧି ଲୋକଙ୍କୁ ପରାର୍ମଶ ଦେଇଛନ୍ତି ମାସ୍କ ପିନ୍ଧିବା ପାଇଁ।

ହେଲେ ଆଶ୍ଚର୍ଯ୍ୟକର କଥା ହେଲା ଯେ ସେ ଟ୍ବିଙ୍କଲଙ୍କ ମାସ୍କ ଚୋରି କରି ପିନ୍ଧିଛନ୍ତି । ଆଉ ଟ୍ବିଙ୍କଲ ମଧ୍ୟ କେଉଁ ଛାଡିବା ଝିଅ। ସେ ପୋଷ୍ଟରେ ମଜାଦାର କମେଣ୍ଟ କରି ସମସ୍ତଙ୍କୁ ଅକ୍ଷୟଙ୍କ ଚୋରି ବିଷୟରେ ଜଣାଇ ଦେଇଛନ୍ତି।

ସେ ଟ୍ବିଟ କରି ଲେଖିଛନ୍ତି, ‘ଆରେ ହଁ, ନିଜର ମାସ୍କ ପିନ୍ଧ। ନିଜ ପାର୍ଟନରଙ୍କ ସଫା ସୁନ୍ଦର ଫ୍ଲୋରଲ ମାସ୍କ ଚୋରି କରନାହିଁ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.