ETV Bharat / sitara

ସାମାଙ୍କ ନୂଆ ମ୍ୟୁଜିକ ଭିଡିଓ ‘ହୱା କରଦା’ର ଅଡିଓ ରିଲିଜ - ଅଭିନେତ୍ରୀ ସାମା ସିକନ୍ଦରଙ୍କ ନୂଆ ମ୍ୟୁଜିକ ଭିଡିଓ

ରିଲିଜ ହେଲା ସାମା ଓ ଗୌରବଙ୍କ ନୂଆ ମ୍ୟୁଜିକ ଭିଡିଓ ‘ହୱା କରଦା’ ଅଡିଓ । ଗୁରୁବାର ରିଲିଜ ହେବ ଏହାର ଭିଡିଓ । ରୋମାଣ୍ଟିକ ଅନ୍ଦାଜରେ ନଜର ଆସିବେ ଏହି ଯୋଡି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ୟୁଟ୍ୟୁବ
ଫଟୋ ସୌଜନ୍ୟ: ୟୁଟ୍ୟୁବ
author img

By

Published : Apr 15, 2021, 11:40 AM IST

Updated : Apr 15, 2021, 11:46 AM IST

ମୁମ୍ବାଇ: ଟିଭି ଓ ଡିଜିଟାଲର ଫେମସ ଅଭିନେତ୍ରୀ ସାମା ସିକନ୍ଦରଙ୍କ ଫ୍ୟାନ୍ସ ପାଇଁ ଗୁ଼ଡନ୍ୟୁଜ । ବୁଧବାର ରିଲିଜ ହୋଇଯାଇଛି ତାଙ୍କ ନୂଆ ମ୍ୟୁଜିକ ଭିଡିଓ ‘ହୱା କରଦା’ର ଅଡିଓ । ଗୁରୁବାର ଗୀତ ଭିଡିଓ ଭର୍ସନରେ ସାମାଙ୍କ ସହ ଅଭିନେତା ଗୌରବ ବଜାଜଙ୍କ ଦମଦାର କମେଷ୍ଟ୍ରି ଦେଖିବାକୁ ମିଳିବ । ସେହିପରି ଗୀତଟିକୁ ଗାଇଛନ୍ତି ଅଫସାନା ଖାନ ଓ ସାହିଲ ଶର୍ମା ।

  • " class="align-text-top noRightClick twitterSection" data="">

ଗୀତର ଲିରିକ୍ସ ରାସ୍ ଲେଖିଥିବା ବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଧାବନୀ ଗୌତମ ଏବଂ ଆଲୋକ ଠାକୁର । ଏହି ଅବସରରେ ସାମା କହିଛନ୍ତି, ‘ଏହା ଏକ ମଜାଦାର ଗୀତ । ଏକ ପେପି ଓ ଟ୍ରେଣ୍ଡିଂ ନମ୍ବର । ମୁଁ ନିଶ୍ଚିତ ଯେ ଯୁବ ପିଢି ଏହାକୁ ବହୁତ ପସନ୍ଦ କରିବେ । ଆମେ ଏହାକୁ କୋରୋନାର ସମସ୍ତ ପ୍ରୋଟୋକଲ୍ ସହ ସୁଟ କରିଥିଲୁ ।’

ପ୍ରକାଶ ଥାଉକି ଗତ ବର୍ଷ ସାମା ନିଜ ଡିପ୍ରେସନ କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ସେ ଦୀର୍ଘ 5 ବର୍ଷ ଡିପ୍ରେସନରେ ସହ ଲଢିଥିଲେ । ସେ ଅନେକଥର ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ ।

Last Updated : Apr 15, 2021, 11:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.