ETV Bharat / sitara

ଡ୍ରେସ ପାଇଁ ପୁଣି ସମାଲୋଚନାର ଶିକାର ପିସି - ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଆଟଫିଟ୍ ନ୍ୟୁଜ

ଷ୍ଟାଇଲିସ୍ ଡ୍ରେସ ପିନ୍ଧି ହଟହଟା ପ୍ରିୟଙ୍କା । ଟ୍ରୋଲ କଲେ ଟ୍ରୋଲର୍ସ । ଟ୍ବିଟରରେ ଘୁଲିବୁଲୁଛି ତାଙ୍କ ମିମ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 19, 2021, 7:35 AM IST

ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସୁନ୍ଦରୀ ଅଭିନେତ୍ରୀ ହେବା ସହ ବୋଲ୍ଡ ମଧ୍ୟ । ତାଙ୍କ ଫ୍ୟାସନ୍ ସେନ୍ସକୁ ବେଶ୍ ପସନ୍ଦ କରନ୍ତି ଫ୍ୟାନ୍ସ । ହେଲେ କେବେ କେବେ ସେ ନିଜ ଡ୍ରେସକୁ ନେଇ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟନ୍ତି । ଏମିତି କିଛି ପୁଣିଥରେ ଦେଖିବାକୁ ମିଳିଛି । ଆଉଟଫିଟ୍ ପାଇଁ ଟ୍ରୋଲ ହେଉଛନ୍ତି ଅଭିନେତ୍ରୀ ।

ଡ୍ରେସ ପାଇଁ ପୁଣି ସମାଲୋଚନାର ଶିକାର ପିସି
ଡ୍ରେସ ପାଇଁ ପୁଣି ସମାଲୋଚନାର ଶିକାର ପିସି

କଥାଟି ହେଲା ଯେ ନିକଟରେ ସୋଫିଆ ଭର୍ଗାରାଙ୍କ ସହ ଗ୍ଲୋବାଲ ଅଭିନେତ୍ରୀ ତଥା ଫ୍ୟାଶନ କୁଇନ ପ୍ରିୟଙ୍କା ଡେଭିଡ ୱେବ୍ ଏକ୍ସ ଷ୍ଟପ୍ କର୍କଟ ଚ୍ୟାରେଟି ଇଭେଣ୍ଟରେ ଉପସ୍ଥିତ ହୋଇଥିଲେ। ବେଭର୍ଲି ହିଲ୍ସରେ ଏହାର ଆୟୋଜନ କରାଯାଇଥିଲା । ଯେଉଁଥିରେ ହଳଦିଆ ଏବଂ କଳା ରଙ୍ଗର ଏକ ଗିଙ୍ଗହମ୍ ପୋଷାକରେ ନଜର ଆସିଥିଲେ ପ୍ରିୟଙ୍କା ।

ତାଙ୍କ ଏହି ଆଟଫିଟ୍ କିଛି ଲୋକଙ୍କୁ ଆଦୌ ପସନ୍ଦ ଆସିନାହିଁ । ଏଥି ପାଇଁ ତାଙ୍କୁ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ତାଙ୍କ ମିମି ତିଆରି କରି ଅପମାନଜନକ କମେଣ୍ଟ କରୁଥିବାର ନଜର ଆସୁଛନ୍ତି କିଛି ୟୁଜର୍ସ ।

ପ୍ରକାଶ ଥାଉକି କି ନିକଟରେ ମଧ୍ୟ ପ୍ରିୟଙ୍କାଙ୍କ ଆଉଟଫିଟ୍‌କୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ଖାଲି ଏତିକି ନୁହେଁ 2019ରେ ଗାଲା ଇଭେଣ୍ଟରେ ସାମିଲ ହୋଇଥିବା ସମୟରେ ତାଙ୍କ ଡ୍ରେସ ସେନ୍ସ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.