ETV Bharat / sitara

50 ଡିଗ୍ରୀ ତାପମାତ୍ରାରେ କଙ୍ଗନାଙ୍କ କଡା ପରିଶ୍ରମ, ଭାଇରାଲ ଫଟୋ

author img

By

Published : Mar 29, 2021, 2:16 PM IST

‘ତେଜସ’ରେ ସୁଟିଂରେ ବର୍ତ୍ତମାନ ବ୍ୟସ୍ତ କଙ୍ଗନା । ସେଟରୁ ଫଟୋ ସେୟାର କରି ଲେଖିଲେ ଏମିତି କିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: କଙ୍ଗନା ରଣାୱତ ନିଜ ଫିଲ୍ମ ପାଇଁ କଡା ପରିଶ୍ରମ କରୁଥିବାର ନଜର ଆସନ୍ତି । ସେ କେବେ ମଧ୍ୟ ଥଣ୍ଡାରେ ଥରନ୍ତି ନାହିଁ କିମ୍ବା ଗରମକୁ ଡରନ୍ତି ନାହିଁ । ସବୁ ପରିସ୍ଥିତିରେ ସେ ଫିଲ୍ମ ପାଇଁ କଡା ପରିଶ୍ରମ କରନ୍ତି । ଏଥର ମଧ୍ୟ ତାଙ୍କ ଏହି ଅନ୍ଦାଜ ଦେଖିବାକୁ ମିଳିଛି । ସେ ନିଜର ଅପକମିଂ ଫିଲ୍ମ ‘ତେଜସ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଯାହାର ସୁଟିଂ ବର୍ତ୍ତମାନ ଜୈସଲମେର୍ ଚାଲିଛି ।

ମୁଖ୍ୟ କଥା ହେଲା ଯେ ସେଠାର 50 ଡିଗ୍ରୀ ତାପମାତ୍ରାରେ ଫିଲ୍ମର ସୁଟିଂ କରୁଛନ୍ତି କଙ୍ଗନା । ଯାହାର ଫଟୋ ସେୟାର କରି କଙ୍ଗନା ରବିବାର ଲେଖିଥିଲେ, ‘50 ଡିଗ୍ରୀ ତାପମାତ୍ରାରେ ଆକ୍ସନ । ଅନେକ ଥର ହୃଦୟ କହୁଛି ଏହା ସବୁବେଳେ ହୋଇପାରିବ ନାହିଁ । ହେଲେ ଆଉ ଏକ ସ୍ବର କହୁଛି ଗୋଟିଏ ଦିନ ମୋ ରକ୍ତକୁ ଏହି ଗରମରେ ମିଶିବାକୁ ପଡିବ । ତେଣୁ କେବଳ ଏହାକୁ ସବୁକିଛି ଉତ୍ସର୍ଗ କରୁଛି ।’

  • Action in almost 50 degrees🔥
    When the survival instinct kicks in something tells me, I can’t do this but then something I don’t recognise says, eventually this body will be burnt in this same fire what you saving yourself for, give yourself to me,all of you. Ok then, take me ❤️ pic.twitter.com/VNtwK4BOAB

    — Kangana Ranaut (@KanganaTeam) March 28, 2021 " class="align-text-top noRightClick twitterSection" data=" ">

ବର୍ତ୍ତମାନ ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସବୁଥର ପରି, ତାଙ୍କର ଉତ୍ସାହ ଫ୍ୟାନ୍ସଙ୍କୁ ତାଙ୍କୁ ପ୍ରଶଂସା କରିବାକୁ ବାଧ୍ୟ କରୁଛି । ପ୍ରକାଶ ଥାଉକି ଏଥର ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ କଙ୍ଗନା । ଏହି କ୍ରମରେ ସାମିଲ ଅଛି ‘ଥଲାଇଭି’, ‘ତେଜସ’ ଓ ‘ଧାକଡ’ ଭଳି ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.