ETV Bharat / sitara

କଙ୍ଗନାଙ୍କୁ ମୂର୍ଖ କହିଲେ ୟୁଜର୍ସ, କଡା ଜବାବ ଦେଲେ ଅଭିନେତ୍ରୀ

ପୁଣି ନିଜ ବିବାଦୀୟ ବୟାନ ପାଇଁ ସମାଲୋଚନାର ଶିକାର ହୋଇଛନ୍ତି କଙ୍ଗନା ରଣାୱତ । ରେଡ ଇଣ୍ଡିଆନ୍ସଙ୍କ ବିଷୟରେ କହି ହଟହଟା ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
author img

By

Published : Mar 1, 2021, 1:39 PM IST

ମୁମ୍ବାଇ: କଙ୍ଗନା ରଣାୱତ ସବୁବେଳେ ମୁହଁ ବନ୍ଦା କଲା ଭଳି ଜବାବ ଦେବାରେ ବିଶ୍ବାସ ରଖନ୍ତି । ସେ ବଲିଉଡର ଏମିତି ଅଭିନେତ୍ରୀ ଯିଏ ସବୁବେଳେ ବିବାଦ ଘେରରେ ରୁହନ୍ତି । କୌଣସି ନାଁ କୌଣସି କାରଣରୁ ସେ ଚର୍ଚ୍ଚାର ବିଷୟ ପାଲଟନ୍ତି । ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳିଛି । ନିକଟରେ କଙ୍ଗନାଙ୍କ ଜ୍ଞାନକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତାଙ୍କୁ ମୂର୍ଖ ମଧ୍ୟ କହିଛନ୍ତି ଅନେକ ୟୁଜର୍ସ । ଆଉ ଏହାର ଜବାବ ନଦେଇ କିପରି ଚୁପ୍ ବସିଥାଆନ୍ତେ କଙ୍ଗନା । ନିଜ ବିନ୍ଦାସ ଅନ୍ଦାଜରେ କଡା ଜବାବ ଦେଇ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।

  • She called Joe Biden a communist. I had to respond and let her know how idiotic and clueless she is!

    — Aseem Chhabra (@chhabs) February 27, 2021 " class="align-text-top noRightClick twitterSection" data=" ">

ଏକ ଟ୍ବିଟ କରି ସେ ଲେଖିଛନ୍ତି, ‘ମୋ ଟ୍ବିଟ କେବଳ ହାଇ ଆଇକ୍ୟୁ ବାଲାଙ୍କ ପାଇଁ । ମୋ ପାଖରେ ଏତେ ଟାଇମ ନାହିଁ ଯେ ମୁଁ ଏମିତି କାଠପୁତ୍ତଳାଙ୍କୁ ବସି ବୁଝେଇବି । ମୋ ପାଖରେ ସମୟ ଏବଂ ଶବ୍ଦ ଦୁଇଟି ଜିନିଷ ସୀମିତ । ଏମିତି ବି ତୁମେ କଣ ପାଇଁ ଏତେ ଉତ୍ସାହିତ ହେଉଛ । ତୁମ ବିଷୟରେ ଏଠାରେ ଲେଖାଯାଇନାହିଁ । ସେମତି ବି ରେଡ ଇଣ୍ଡିଆନ୍ସଙ୍କର କଣ ଅଛି । ତୁମକୁ ତ ଏହା ମଧ୍ୟ ଜଣାନାହିଁ ଯେ ବ୍ରାଣ୍ଡୋ ଜଣେ ଆମେରିକାନ ।’

ପ୍ରକାଶ ଥାଉକି କଙ୍ଗନଙ୍କ ବିଷୟରେ ସେହି ସମୟରେ ଏପରି କୁହାଯାଇଥିଲା ଯେବେ ଲେଖକ ଅସୀମ ଛାବଡା ତାଙ୍କୁ ମୂର୍ଖ ବୋଲି କହିଥିଲେ । ସେ ରାଗ ପ୍ରକାଶ କରି ଲେଖିଥିଲେ, ‘ଏହି ମହିଳା ଏତେ ମୂର୍ଖ କିପରି ହେଉପାରୁଛନ୍ତି । ସେ communists ଶବ୍ଦର ଠିକ୍ ବ୍ୟବହାର କରିବା ମଧ୍ୟ ବହୁତ ବଡ କଥା । ହେଲେ ଏ ତ ପୁରା ଦିଗହୀନ ଦେଖାଯାଉଛନ୍ତି । ପୁରା ମୁର୍ଖ । ତାଙ୍କୁ ଲାଗୁଛି ସେ ସବୁ ଜାଣିଛନ୍ତି । ମୁଁ ତ ଏପର୍ଯ୍ୟନ୍ତ ବୁଝିପାରୁନାହିଁ ଯେ କଙ୍ଗନା ରେଡ ଇଣ୍ଡିଆନ ଭଳି ଶବ୍ଦ ବ୍ୟବହାର କରିଛନ୍ତି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.