ETV Bharat / sitara

ପିଙ୍କ ସାଲୱାରରେ ଛାଇଲା କଙ୍ଗନାଙ୍କ ଯାଦୁ

author img

By

Published : May 15, 2021, 1:31 PM IST

ଇଦ ଅବସରରେ ସୁନ୍ଦର ନଜର ଆସିଲେ କଙ୍ଗନା । ଫଟୋ ସେୟାର କରି ଜଣାଇଲେ ଇଦ ଶୁଭେଚ୍ଛା । ଅଧିକ ପଢନ୍ତୁ...

ପିଙ୍କ ସଲୱାରରେ ଛାଇଲା କଙ୍ଗନାଙ୍କ ଯାଦୁ
ପିଙ୍କ ସଲୱାରରେ ଛାଇଲା କଙ୍ଗନାଙ୍କ ଯାଦୁ

ମୁମ୍ବାଇ: ଏଥର ଧୁମଧାମରେ ନହେଲେ ମଧ୍ୟ ସୁରୁଖୁରୁରେ ନିଜ ନିଜ ଘରେ ଇଦ ପାଳନ କରିଛନ୍ତି ଦେଶବାସୀ । ଏଥିରୁ ବାଦ ପଡିନାହଁନ୍ତି ସେଲିବ୍ରିଟି । ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ସୁସ୍ଥ କାମନା କରୁଥିବାର ନଜର ଆସିଛନ୍ତି ଅନେକ ସେଲିବ୍ରିଟି । ଖାଲି ଏତିକି ନୁହେଁ ଏହାସହ ନିଜ ଷ୍ଟାଇଲ ଅନ୍ଦାଜରେ ଫ୍ୟାନ୍ସଙ୍କୁ ପୁଣି ଦିୱାନା କରିଛନ୍ତି କିଛି କଳାକାର । ଏହି କ୍ରମରେ ସାମିଲ ଅଛନ୍ତି ବି-ଟାଉନର କୁଇନ କଙ୍ଗନା ରଣାୱତ ।

ପିଙ୍କ ସଲୱାରରେ ଛାଇଲା କଙ୍ଗନାଙ୍କ ଯାଦୁ
ପିଙ୍କ ସଲୱାରରେ ଛାଇଲା କଙ୍ଗନାଙ୍କ ଯାଦୁ

ପିଙ୍କି ସଲୱାରର ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅଭିନେତ୍ରୀ । ଭାଇରାଲ ହେଉଛି ତାଙ୍କର ଏହି ନୂଆ ଫଟୋ । ଯାହାକୁ ନେଇ ଇଦ ଅବସରରେ ଇନଷ୍ଟାଗ୍ରାମର ଷ୍ଟୋରିରେ ସେୟାର କରିଛନ୍ତି ସେ । ଏହାସହ ସେ ଡ୍ରେସ ତିଆରି କରିଥିବା ଡିଜାଇନରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଦେଖନ୍ତୁ ଫଟୋ...

ପିଙ୍କ ସଲୱାରରେ ଛାଇଲା କଙ୍ଗନାଙ୍କ ଯାଦୁ
ପିଙ୍କ ସଲୱାରରେ ଛାଇଲା କଙ୍ଗନାଙ୍କ ଯାଦୁ

ପ୍ରକାଶ ଥାଉକି ନିକଟରେ କଙ୍ଗନାଙ୍କ ଟ୍ବିଟର ଆକାଉଣ୍ଟ ରଦ୍ଦ କରିଦେଇଥିଲା ଟ୍ବିଟର ଇଣ୍ଡିଆ । ତାଙ୍କ ବିବାଦୀୟ ବୟାନ ପାଇଁ ଏପରି ପଦକ୍ଷେପ ନେଇଛି ଟ୍ବିଟର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.