ETV Bharat / sitara

‘ବାହୁବଳୀ’ ସଙ୍ଗରେ ଜେନେଲିଆଙ୍କ ହାପି ଡାନ୍ସ, ଭାଇରାଲ ଭିଡିଓ

author img

By

Published : Jun 12, 2020, 4:21 PM IST

ପୁଣି ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଜେନେଲିଆ । ଏଥର ସେ ଜବରଦସ୍ତ ଡାନ୍ସ କରୁଥିବାର ଆସୁଛନ୍ତି ନଜର...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜେନେଲିୟା ଡିସୁଜା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜେନେଲିୟା ଡିସୁଜା

ମୁମ୍ବାଇ: ଫେମସ ଅଭିନେତ୍ରୀ ତଥା ରିତେଶ ଦେଶମୁଖଙ୍କ ପତ୍ନୀ ଜେନେଲିଆ ଡିସୁଜା ନିକଟରେ ଟିକ୍ ଟକ୍ ଆପରେ ପଦାର୍ପଣ କରିଥିଲେ । ଯାହାପର ଠୁ ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେ ପ୍ରାୟତଃ ସ୍ବାମୀ ରିତେଶଙ୍କ ସହ ମିଶି ଭିଡିଓ ତିଆରି କରୁଥିବାର ନଜର ଆସୁଛନ୍ତି । ଇତିମଧ୍ୟରେ ତାଙ୍କର ହାପି ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ।

ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଜେନେଲିଆ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଭିଡିଓ । ଯେଉଁଥିରେ ସେ ସୁପରଡୁପର ହିଟ୍ ଫିଲ୍ମ ‘ବାହୁବଳୀ’ର ଫେମସ ଗୀତ ‘ମନୋହାରୀ’ରେ ଡାନ୍ସ କରୁଥିବାର ଦେଖାଯାଉଛନ୍ତି । ତାଙ୍କର ଏହି ଭିଡିଓଟି ଖୁବ୍ ଫନ୍ନି ହେବା ସହ ଏଣ୍ଟରଟେନିଂ ମଧ୍ୟ ।

ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଯେବେ ହାପି ଡାନ୍ସ ।’ ଆପଣ ମଧ୍ୟ ଦେଖନ୍ତୁ ଜେନେଲିଆଙ୍କ ଏହି ମସ୍ତିଭରା ହାପି ଡାନ୍ସ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.