ETV Bharat / sitara

ନିଜ ମିମି ପୋଷ୍ଟ କରି ଚର୍ଚ୍ଚାରେ ଦୀପିକା

author img

By

Published : Feb 19, 2021, 12:08 PM IST

ଦୀପିକାଙ୍କ ‘ପୱାରି ହୋ ରହି ହେ’ ମିମି ଭାଇରାଲ । ସୋସିଆଲ ମିଡିଆରେ ମିମି ସେୟାର କରି ନିଜର ମଜାକ ଉଡାଇଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ମୁମ୍ବାଇ: କିଛି ଦିନରୁ ଇଣ୍ଟରନେଟରେ ‘ପୱାରି ହୋ ରହି ହେ’ ଟ୍ରେଣ୍ଡ କରୁଛି । ପ୍ରାୟ ସମସ୍ତେ ଏହାକୁ ଆଧାର କରି ଭିଡିଓ, ଫଟୋ ପୋଷ୍ଟ କରୁଥିବାର ନଜର ଆସୁଛନ୍ତି । ନିକଟରେ କ୍ୟୁଟ ଅଭିନେତା ଶାହିଦ କପୁର ଏହାକୁ ବ୍ୟବହାର କରିଥିଲେ। ସେହିପରି ଏବେ ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ ପିଲା ବେଳ ଫଟୋ ସହ ‘ପୱାରି ହୋ ରହି ହେ’ ମିମି ସେୟାର କରି ଚର୍ଚ୍ଚାରେ ।

ସେ ଇନଷ୍ଟାଗ୍ରାମରେ ନିଜର ଥ୍ରୋବ୍ୟାକ ଫଟୋ ସେୟାରି ଲେଖିଛନ୍ତି, ‘ଏ ମୁଁ କିମ୍ବା ମୋର ଘୋଡା କିମ୍ବା ମୋର ପୱାରି ହୋ ରହି ହେ।’ ଦୀପିକାଙ୍କ ଏହି ମଜାଦାର ମିମିରେ ଫ୍ୟାନ୍ସଙ୍କ ମଜାଦାର କମେଣ୍ଟ ବର୍ତ୍ତମାନ ଦେଖିବାକୁ ମିଳୁଛି । ଆପଣ ବି ଦେଖନ୍ତୁ ଦୀପିକାଙ୍କ ‘ପୱାରି ହୋ ରହି ହେ’ ଫଟୋ...

ଯଦି ଶାହିଦଙ୍କ କଥା ହେବା ତେବେ ସେ ମଧ୍ୟ ନିଜର ଏକ ଭିଡିଓ ଟ୍ବିଟରରେ ସେୟାର କରିଥିଲେ । ଆଉ ନିଜ ଭିନ୍ନ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଖୁବ୍ ମନୋରଞ୍ଜନ ମଧ୍ୟ କରିଥିଲେ । ଏହାର କ୍ୟାପସନରେ ସେ ଲେଖିଥିଲେ, ‘ଫୋକର୍ସ, ଫେକୁ କା ଫେକ କର ରହେ ହେଁ । ଠିକ୍ ଶବ୍ଦକୁ କେବେ ସଠିକ୍ ରୂପେ କୁହାଯାଇପାରିବ ନାହିଁ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.