ETV Bharat / sitara

ନିଜକୁ ସୁନ୍ଦରୀ କରିବାରେ ବ୍ୟସ୍ତ ଦୀପିକା, ଭାଇରାଲ ଫଟୋ - ଦୀପିକା ପାଦୁକୋନଙ୍କ ନୂଆ ଫଟୋ ଭାଇରାଲ

ସୋସିଆଲ ମିଡିଆରେ ଭାଇରାଲ ହେଲା ଦୀପିକା ପାଦୁକୋନଙ୍କ ନୂଆ ଫଟୋ । ଏଥର ସେ ଫେସ ମାସ୍କ ଲଗାଇଥିବାର ଆସିଲେ ନଜର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
author img

By

Published : Jun 13, 2020, 8:54 PM IST

ମୁମ୍ବାଇ: ଲକଡାଉନ ପାଇଁ ଘରେ ବନ୍ଦ ଥିବା ସେଲିବ୍ରିଟି ନିଜ ଫିଟନେସ, ସୌନ୍ଦର୍ଯ୍ୟକୁ ନେଇ ଖୁବ୍ ଚିନ୍ତିତ । କିଛି ସେଲିବ୍ରିଟି ଯୋଗ, ୱାର୍କଆଉଟ ଘରେ କରିବାରେ ବ୍ୟସ୍ତ ଥିବା ବେଳେ ଆଉ କିଛି ନିଜକୁ ନିଜକୁ ସୁନ୍ଦର କରିବାରେ ଲାଗିଛନ୍ତି । ଏମିତି କିଛି ଏବେ ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଦେଖିବାକୁ ମିଳୁଛି । ସେ ନିକଟରେ ନିଜ ଚେହରାରେ ଏମିତି କିଛି ପ୍ୟାକ ଲଗାଇଥିଲା । ଯାହାଦ୍ବାରା ତାଙ୍କୁ ଚିହ୍ନିବା କଷ୍ଟସାଧ୍ୟ ଥିଲା ।

ଫେସ ପ୍ୟାକ ଲଗାଇବା ଫଟୋଟିକୁ ସେ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଯେଉଁଥିରେ ଦେଖିବାକୁ ମିଳୁଛି ତାଙ୍କ ଫେସରେ ସିଲଭର ଫେସ ମାସ୍କ ଲଗାଯାଇଥିବାର । ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ୱିକେଣ୍ଡ ପାଇଁ ପ୍ରସ୍ତୁତ ହେଉଛି ।’

ପ୍ରକାଶ ଥାଉକି ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ତାଙ୍କ ବହୁପ୍ରତିକ୍ଷିତ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ । ଯେଉଁଥିରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ତାଙ୍କ ସ୍ବାମୀ ତଥା ଲୋକପ୍ରିୟ ଅଭିନେତା ରଣବୀର ସିଂ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.