ETV Bharat / sitara

କୋରୋନା ନେଇ ସୂଚନା ଦେଲେ ବରୁଣ, ମୁମ୍ବାଇ ଫେରିଲେ ନୀତୁ

author img

By

Published : Dec 7, 2020, 2:04 PM IST

ବର୍ତ୍ତମାନ ନୀତୁ ଚଣ୍ଡିଗଡରୁ ମୁମ୍ବାଇ ଫେରିଆସିଛନ୍ତି । ନିକଟରେ ତାଙ୍କ କୋରୋନା ସଂକ୍ରମିତ ଖବର ସାମ୍ନାକୁ ଆସିଥିଲା । ସେପଟେ କୋରୋନା ସୂଚନା ଦେଇଛନ୍ତି ବରୁଣ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କିଛି ଦିନ ପୂର୍ବରୁ ଚଣ୍ଡିଗଡରେ ଆରମ୍ଭ ହୋଇଥିବା କରନ ଜୋହରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ ଷ୍ଟାରକାଷ୍ଟ ବର୍ତ୍ତମାନ କୋରୋନା ସଂକ୍ରମିତ। ଶନିବାର ଶୁଣିବାକୁ ମିଳୁଥିଲା ଯେ ଲୋକପ୍ରିୟ ଅଭିନେତା ଅନିଲ କପୁର, ନୀତୁ ସିଂ ଓ ବରୁଣ ଧୱନଙ୍କ ରିପୋର୍ଟ କୋରୋନା ପଜିଟିଭି ଆସିଛି । ଯାହାକୁ ବର୍ତ୍ତମାନ କନଫର୍ମ କରିଛନ୍ତି ବରୁଣ ।

‘କୁଲି ନଂ 1’ ଆକ୍ଟର ବରୁଣ ସୋମବାର ଇନଷ୍ଟାଗ୍ରାମରେ ନିଜର ହେଲ୍ଥ ଅପଡେଟ ଦେଇ କୋରୋନା ହେବା ସୂଚନା ଫ୍ୟାନ୍ସଙ୍କୁ ଦେଇଛନ୍ତି । ଆଉ ଲେଖିଛନ୍ତି, ‘ମୁଁ କୋରୋନା ମହାମାରୀ ଯୁଗରେ କାମକୁ ଫେରିବା ପରେ ମୁଁ ସଂକ୍ରମିତ ହୋଇଛନ୍ତି ।’ ସେପଟେ ତାଙ୍କ କୋ-ଷ୍ଟାର ନୀତୁ ମଧ୍ୟ କୋରୋନା ହେବା ପରେ ଏୟାର ଆମ୍ବୁଲାନ୍ସରେ ମୁମ୍ବାଇ ଫେରିଛନ୍ତି ।

ପ୍ରକାଶ ଥାଉକି ସୋମବାର ଏହି ଖବର ମଧ୍ୟ ସାମ୍ନାକୁ ଆସିଛି ଯେ ‘ଜୁଗ୍ ଜୁଗ୍ ଜିଓ’ ଷ୍ଟାର ମନୀଷ ପଲ୍‌ ଓ ନିର୍ଦ୍ଦେଶକ ରାଜ ମେହତା ମଧ୍ୟ କୋରୋନାରେ ଆକ୍ରାନ୍ତ । ଯାହାଦ୍ବାରା ସମସ୍ତେ ମୁମ୍ବାଇ ଫେରିଛନ୍ତି । ବର୍ତ୍ତମାନ ଫିଲ୍ମର ସୁଟିଂ ଅଧାରେ ରଖିଛନ୍ତି ସମସ୍ତେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.