ETV Bharat / sitara

ରାତି 2ଟାରେ ସିଦ୍ଧାର୍ଥଙ୍କ ସହ ମସ୍ତି କରୁଛନ୍ତି ରଶ୍ମିକା, ଭାଇରାଲ ହେଲା ଫଟୋ

author img

By

Published : Mar 19, 2021, 12:54 PM IST

‘ମିଶନ ମଜନୁ’ ସୁଟିଂରେ ବ୍ୟସ୍ତ ସିଦ୍ଧାର୍ଥ ଓ ରଶ୍ମିକା । ସୁଟିଂ ସେଟରୁ ଫଟୋ ପୋଷ୍ଟ କଲେ ଅଭିନେତ୍ରୀ । ବିଳମ୍ବିତ ରାତିରେ ଅଭିନେତାଙ୍କ ସହିତ କରୁଛନ୍ତି ମସ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଶ୍ମିକା ମନ୍ଦାନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଶ୍ମିକା ମନ୍ଦାନା

ମୁମ୍ବାଇ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଖୁବଶୀଘ୍ର ହିନ୍ଦୀ ସିନେମା ଜଗତରେ ପାଦ ରଖିବାକୁ ଯାଉଛନ୍ତି । ସେ ‘ମିଶନ ମଜନୁ’ ଜରିଆରେ ବଲିଉଡରେ ଡେବ୍ୟୁ କରିବେ । ଗତ ବର୍ଷ ଏହି ଫିଲ୍ମକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ଯେଉଁଥିରେ ତାଙ୍କ ସହ ରୋମାନ୍ସ କରିବେ ହ୍ୟାଣ୍ଡସମ ଆକ୍ଟର ସିଦ୍ଧାର୍ଥ ମଲହୋତ୍ରା । ଇତିମଧ୍ୟରେ ଫିଲ୍ମ ସୁଟିଂ ସେଟରୁ ଭାଇରାଲ ହେଲା ନୂଆ ଫଟୋ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଶ୍ମିକା ମନ୍ଦାନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଶ୍ମିକା ମନ୍ଦାନା

ଗୁରୁବାର ବିଳମ୍ବିତ ରାତିରେ ସେଟରୁ ଫଟୋ ସେୟାର କରିଥିଲେ ରଶ୍ମିକା । ଯେଉଁଥିରେ ସେ ସିଦ୍ଧାର୍ଥଙ୍କ ସହ ଓଢଣୀରେ ମୁହଁ ଲୁଚାଇଥିବାର ନଜର ଆସୁଛନ୍ତି। ଆଉ ଫଟୋର ଉପରେ ଲେଖିଛନ୍ତି, ‘ନାଇଟ ସୁଟ୍‌ରେ ଆମେ । ଫ୍ରାଇଡେ ମାର୍ଚ୍ଚ 19, 2021 ରାତି 2 ।’

ପ୍ରକାଶ ଥାଉକି ଗତ 4 ତାରିଖରେ ଲକ୍ଷ୍ନୌରେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ଏହି ଯୋଡି । ଫିଲ୍ମ 1970 ଦଶକର ପ୍ରକୃତ ଘଟଣା ଦ୍ବାରା ଅନୁପ୍ରାଣିତ । ଯାହା ପାକିସ୍ତାନରରେ ଏକ ଭାରତୀୟ ମିଶନର କାହାଣୀ। ଏହି ଫିଲ୍ମଟି ପରଭେଜ ଶେଖଙ୍କ ଦ୍ବାରା ଲିଖିତ ଏବଂ ଚଳିତ ବର୍ଷ ଶେଷରେ ରିଲିଜ କରିବା ପାଇଁ ଯୋଜନା କରିଛନ୍ତି ମେକର୍ସ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.