ETV Bharat / sitara

‘ରୁହି’ ଟିକେଟ ବିକିଲେ ରାଜକୁମାର, ଉତ୍ସାହିତ ଦର୍ଶକ

author img

By

Published : Mar 12, 2021, 10:36 AM IST

ଭାଇରାଲ ହେଲା ରାଜକୁମାରଙ୍କ ନୂଆ ଫଟୋ । ‘ରୁହି’ ପ୍ରମୋଶନ ପାଇଁ ଆପଣାଇଲେ ଭିନ୍ନ ଅନ୍ଦାଜ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ନିଜ ନିଜ ଫିଲ୍ମ ପ୍ରମୋଶନ ପାଇଁ ନାହିଁ ନଥିବା ଚେଷ୍ଟା କରନ୍ତି କଳାକାର । ଭିନ୍ନ ଭିନ୍ନ ଇଭେଣ୍ଟରେ ଯୋଗ ଦେବା ସହ ସୋସିଆଲ ମିଡିଆରେ ଦର୍ଶକଙ୍କୁ ଆକର୍ଷିତ କରନ୍ତି ସେଲିବ୍ରିଟି । ଏମିତି କିଛି କରୁଥିବାର ନଜର ଆସୁଛନ୍ତି ଲୋକପ୍ରିୟ ଅଭିନେତା ରାଜକୁମାର ରାଓ । ସେ ନିଜ ହରର ଡ୍ରାମା ଫିଲ୍ମ ‘ରୁହି’ ପାଇଁ ଟିକେଟ ବିକିବା କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଆଜ୍ଞା ହଁ, ଗୁରୁବାର ରିଲିଜ ହୋଇଯାଇଛି ଫିଲ୍ମ । ଆଉ ହଲରେ ଦର୍ଶକଙ୍କ ଭିଡ ଜମୁଥିବା ଦେଖି ଭିନ୍ନ ଢଙ୍ଗରେ ସେମାନଙ୍କୁ ଫିଲ୍ମ ଦେଖିବାକୁ ଉସକାଇଛନ୍ତି ଅଭିନେତା । ନିଜେ ଟିକେଟ କାଉଣ୍ଟରରେ ଠିଆ ହୋଇ ସମସ୍ତଙ୍କୁ ବିକିଲେ ଟିକେଟ । ସେପଟେ ଦର୍ଶକଙ୍କ ମଧ୍ୟ ତାଙ୍କୁ କାଉଣ୍ଟରରେ ଦେଖି ବେଶ୍ ଉତ୍ସାହିତ । ବର୍ତ୍ତମାନ ତାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ପ୍ରକାଶ ଥାଉକି ‘ରୁହି’ରେ ରାଜକୁମାରଙ୍କ ସହ ଜାହ୍ନବୀ କପୁର ଓ ବରୁଣ ଶର୍ମା ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମକୁ ବର୍ତ୍ତମାନ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.