ETV Bharat / sitara

6 ମାସ ପୁଅଙ୍କୁ ଗିଟାର ଶିଖାଇଲେ ଅର୍ଜୁନ

author img

By

Published : Feb 10, 2020, 2:57 PM IST

ପୁଣି ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା ଅର୍ଜୁନ ରାମପାଲ ଓ ତାଙ୍କ ଲାଲଡା ଅରିକଙ୍କ ମସ୍ତିଭରା ଅନ୍ଦାଜ । ଏଥର ପୁଅଙ୍କ ପାଖରେ ଗିଟାର ବଜାଉଥିବାର ନଜର ଆସିଲେ ଅର୍ଜୁନ ।

actor arjun rampal
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗାବ୍ରିଏଲା

ମୁମ୍ବାଇ: ଗତ ବର୍ଷ ଫେମସ ଅଭିନେତା ଅର୍ଜୁନ ରାମପାଲ ତୃତୀୟଥର ପିତା ସାଜିଥିଲେ । ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ । ପ୍ରାୟତଃ ସେ ନିଜ ଲିଟିଲ ଚ୍ୟାମ୍ପ ଅରିକଙ୍କ ସହ ସ୍ପେଶାଲ ବଣ୍ଡିଂ ସୋସିଆଲ ମିଡିଆରେ ସେୟାର କରୁଥିବାର ନଜର ଆସୁଛନ୍ତି । ଅର୍ଜୁନଙ୍କ ସହ ଅରିକଙ୍କ କ୍ୟୁଟ ଫଟୋ ଦେଖିବାକୁ ସବୁବେଳେ ଏକ୍ସାଇଟେଡ ଫ୍ୟାନ୍ସ । ଅର୍ଜୁନଙ୍କ ଗାଲଫ୍ରେଣ୍ଡ ଗାବ୍ରିଏଲା ଗତ ବର୍ଷ 18 ଜୁଲାଇରେ ପୁଅ ଅରିକଙ୍କୁ ଜନ୍ମ ଦେଇଥିଲେ । ପୁଅ ଜନ୍ମ ଅବସରରେ ଏହି ଯୋଡି ଗ୍ରାଣ୍ଡ ସେଲିବ୍ରେଶନର ମଧ୍ୟ ଆୟୋଜନ କରିଥିଲେ।

ଇତିମଧ୍ୟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଯେ ଅର୍ଜୁନ 6 ମାସର ପୁଅ ଅରିକଙ୍କୁ ଗିଟାର ଶିଖାଉଥିବାର । ବର୍ତ୍ତମାନ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଗାବ୍ରିଏଲା । ଯେଉଁଥିରେ ପିତାଙ୍କ ପାଖରେ ବସି ଅରିକ ଗିଟାର ଶିଖୁଥିବାର ନଜର ଆସୁଛନ୍ତି।

ଗାବ୍ରିଏଲାଙ୍କ ପୂର୍ବରୁ ଅର୍ଜୁନ ପୁଅ ସହ ଏକ କ୍ୟୁଟ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଯେଉଁଥିରେ ସେ ଓ ଅରିକଙ୍କ ମସ୍ତିଭରା ଅନ୍ଦାଜ ଦେଖିବାକୁ ମିଳିଥିଲା।

Intro:Body:

SDF

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.