ETV Bharat / sitara

ସତୀଶ କୌଶିକଙ୍କୁ କୋରୋନା - ସତୀଶ କୌଶିକଙ୍କୁ କୋରୋନା

ସତୀଶ କୌଶିକଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । ନିର୍ଦ୍ଦେଶକ ତଥା ଅଭିନେତା କୋରୋନା ସଂକ୍ରମିତ ହେବା ଖବର ବର୍ତ୍ତମାନ ଚର୍ଚ୍ଚାରେ । ଅଧିକ ପଢନ୍ତୁ...

Actor and director Satish Kaushik tests positive for COVID19
ସତୀଶ କୌଶିକଙ୍କୁ କୋରୋନା
author img

By

Published : Mar 17, 2021, 10:39 PM IST

ହାଇଦ୍ରାବାଦ: ସତୀଶ କୌଶିକଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । ଏବେ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ କୋରୋନା ସଂକ୍ରମିତ ଖବର ସାମ୍ନାକୁ ଆସିଛି । ସେ ବର୍ତ୍ତମାନ ହୋମ କ୍ବାରେଣ୍ଟାଇନରେ ଅଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି ।

Actor and director Satish Kaushik tests positive for COVID19
ସତୀଶ କୌଶିକଙ୍କୁ କୋରୋନା

ସତୀଶ ଟ୍ବିଟ କରି କହିଛନ୍ତି, 'ଦୟାକରି ଧ୍ୟାନ ଦିଅନ୍ତୁ !! ମୋର କୋଭିଡ -19 ଟେଷ୍ଟ ପଜିଟିଭ ଆସିଛି । ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗରେ ଥିଲେ, ଦୟାକରି ସମସ୍ତେ ନିଜର କୋରୋନା ଟେଷ୍ଟ କରନ୍ତୁ । ମୁଁ ଏବେ ଘରେ କ୍ବାରେଣ୍ଟାଇନରେ ଅଛି । ତୁମର ଭଲପାଇବା ଏବଂ ଆଶୀର୍ବାଦ ସାହାଯ୍ୟ କରିବ । ଧନ୍ୟବାଦ' ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.