ମୁମ୍ବାଇ: ନିକଟରେ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଲାଡଲୀ ଆରାଧ୍ୟା କୋରୋନା ପଜିଟିଭି ବାହାରିଥିଲେ । ଯାହାପରେ ସମସ୍ତଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ କିଛି ଦିନ ପୂର୍ବରୁ କୋରୋନାକୁ ହରାଇ ଐଶ ଓ ଆରାଧ୍ୟା ଘରକୁ ଫେରିଥିଲେ । କିନ୍ତୁ ଏଯାବତ୍ ହସ୍ପିଟାଲରେ ଅଛନ୍ତି ଅମିତାଭ ଓ ଅଭିଷେକ। ହସ୍ପିଟାଲରେ ମଧ୍ୟ ବାପା-ପୁଅ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଛନ୍ତି । ଇତିମଧ୍ୟରେ ହସ୍ପିଟାଲର ଏକ ଫଟୋ ସେୟାର କରି ଚର୍ଚ୍ଚାରେ ଅଭିଷେକ।
ସେ ଇନଷ୍ଟାଗ୍ରାମରେ ହସ୍ପିଟାଲ ଭିତରେ ରାତିରେ ୱାର୍କ କରୁଥିବାର ଏକ ଫଟୋ ସେୟାର କରିଛନ୍ତି । ଆଉ ଯାହାର କ୍ୟାପସନରେ ଲେଖିଛନ୍ତି, ‘ଟନେଲର ଶେଷରେ ଆଲୋକ। #latenightwalks ।’ ଦେଖନ୍ତୁ ଫଟୋ...
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ଅଭିଷେକ ନିକଟରେ ନିଜ ଆଗାମୀ ୱେବ ସିରିଜ ‘ବ୍ରେଥ 3’କୁ ନେଇ ଫ୍ୟାନ୍ସଙ୍କ ମଜାଦାର ହିଣ୍ଟ ଦେଇଥିଲେ । ଯାହାକୁ ନେଇ ଚିନ୍ତିତ ଅଛନ୍ତି ସମସ୍ତେ। ଏହାସହ ସେ ଟ୍ରୋଲର୍ସଙ୍କୁ କଡା ଜବାବ ମଧ୍ୟ ଦେଇଥିଲେ ।
-
फ़िलहाल तो लेट के खा रहे हैं दोनो एक साथ अस्पताल में। 🙏🏽
— Abhishek Bachchan (@juniorbachchan) July 29, 2020 " class="align-text-top noRightClick twitterSection" data="
">फ़िलहाल तो लेट के खा रहे हैं दोनो एक साथ अस्पताल में। 🙏🏽
— Abhishek Bachchan (@juniorbachchan) July 29, 2020फ़िलहाल तो लेट के खा रहे हैं दोनो एक साथ अस्पताल में। 🙏🏽
— Abhishek Bachchan (@juniorbachchan) July 29, 2020
ଇଟିଭି ଭାରତ ବ୍ୟୁରୋ, ଫଟୋ