ETV Bharat / sitara

ନ୍ୟୁୟର୍କ ମେମୋରିଜ ମନେ ପକାଉଛନ୍ତି ଅଭୟ ଦେଓଲ

author img

By

Published : Apr 12, 2020, 10:04 AM IST

ଅଭିନେତା ଅଭୟ ଦେଓଲ ତାଙ୍କ ସୋସିଆଲ ମିଡିଆରେ ନ୍ୟୁୟର୍କର ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଏଥି ସହିତ, ଅଭିନେତା ସେଠାରେ ବିତାଇଥିବା ଭଲ ମୁହୂର୍ତ୍ତଗୁଡ଼ିକୁ ମଧ୍ୟ ମନେ ପକାଇଛନ୍ତି । ଆହୁରି ପଢନ୍ତୁ...

abhay deol recalls his days in newyork
ନ୍ୟୁୟର୍କରେ ବିତାଇଥିବା ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଲେ ଅଭୟ ଦେଓଲ

ମୁମ୍ବାଇ: ବର୍ତ୍ତମାନ ନ୍ୟୁୟର୍କ କୋରୋନା ଭାଇରସ ମହାମାରୀ ସହିତ ଲଢୁଥିବାବେଳେ ଅଭିନେତା ଅଭୟ ଦେଓଲ ନ୍ୟୁୟର୍କ ସହରରେ ବିତାଇଥିବା ଭଲ ଦିନଗୁଡ଼ିକୁ ମନେ ପକାଇଛନ୍ତି ।

ଅଭୟ ଦେଓଲ ଶନିବାର ଦିନ ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି, "ଯେତେବେଳେ ମୁଁ 11 ବର୍ଷ ପୂର୍ବେ ନ୍ୟୁୟର୍କରେ ରହୁଥିଲି ସେତେବେଳେ ମୋର ବନ୍ଧୁ ଏହି ଫଟୋ ଉଠାଇଥିଲେ ।

ଏହି ଫଟୋ ଏକ ସ୍ମୃତି ଯାହା ନ୍ୟୁୟର୍କ ବିଷୟରେ ମତେ ମନେପକାଉଛି ।

2009 ରେ ଅଭୟ ଦେଓଲ ନ୍ୟୁୟର୍କ ଯାଇଥିଲେ । ଯେଉଁଠାରେ ସେ ପାଠପଢୁଥିଲେ । ଅଭୟ ଦେଓଲ କହିଛନ୍ତି ଯେ, ମୁଁ ନ୍ୟୁୟର୍କକୁ ମୋର ଦ୍ୱିତୀୟ ଘର ଭାବେ, କାରଣ ଏହା ଏକ ସହର ଯାହା ମୋତେ ସବୁବେଳେ ଆକର୍ଷିତ କରେ ଏବଂ ମତେ ଭଲ ଲାଗେ । ଯେଉଁଠାରେ ମୁଁ ଏହି ସହରରୁ କେବଳ ଜଣେ ଅଭିନେତା ଭାବରେ ନୁହେଁ ବରଂ ଭଲ ମଣିଷ ଭାବରେ ନିଜକୁ ପରିଚିତ କରିଥିଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.