ETV Bharat / sitara

ମରୁଭୂମିକୁ ଜଙ୍ଗଲରେ ବଦଳାଇଲା ଆମୀରଙ୍କ ‘ପାନି’ ଟିମ

author img

By

Published : Sep 30, 2020, 7:47 PM IST

ମହାରାଷ୍ଟ୍ରର ଗ୍ରାମବାସୀଙ୍କ ସହଯୋଗରେ ଆମୀର ଖାନଙ୍କ ପାନି ଫାଉଣ୍ଡେସନ 17 ଜିଲ୍ଲାରେ 2000 ଚାରା ରୋପଣ କରିଥିଲା । ପାନି ଫାଉଣ୍ଡେସନ୍, ସାଇଟ୍ରିସ୍ ଏନଭାରମେଣ୍ଟାଲ ଟ୍ରଷ୍ଟ ସହିତ ମିଳିତ ଭାବରେ ଏକ ଯାତ୍ରା ଆରମ୍ଭ କଲା, ଯେଉଁଠାରେ ଏକ ଶୁଖା ଜମିକୁ ଜଙ୍ଗଲରେ ପରିଣତ କରିଛନ୍ତି । ଅଧିକ ପଢନ୍ତୁ...

aamir khans paani foundation grow forest on barren land
ମରୁଭୁମିରେ ଜଙ୍ଗଲ ସୃଷ୍ଟି କଲେ ଆମୀର ଖାନଙ୍କ ପାନି ଫାଉଣ୍ଡେସନ

ମୁମ୍ବାଇ: ମହାରାଷ୍ଟ୍ରର ଗ୍ରାମବାସୀଙ୍କ ସହଯୋଗରେ ଆମୀର ଖାନଙ୍କ ପାନି ଫାଉଣ୍ଡେସନ 17 ଜିଲ୍ଲାରେ 2000 ଚାରା ରୋପଣ କରିଥିଲା । ପାନି ଫାଉଣ୍ଡେସନ୍, ସାଇଟ୍ରିସ୍ ଏନଭାରମେଣ୍ଟାଲ ଟ୍ରଷ୍ଟ ସହିତ ମିଳିତ ଭାବରେ ଏକ ଯାତ୍ରା ଆରମ୍ଭ କରିଛି । ଯେଉଁଥିପାଇଁ ଏକ ଶୁଷ୍କ ଜମି ଜଙ୍ଗଲରେ ପରିଣତ ହୋଇପାରିଛି ।

ସେପ୍ଟେମ୍ବର 2018ରୁ ଆମୀରଙ୍କ ଏହି ଫାଉଣ୍ଡେସନ କାମ ଆରମ୍ଭ କରି ସେପ୍ଟେମ୍ବର 2020 ସୁଦ୍ଧା ସଫଳତାର ସହିତ ସମାପ୍ତ କରିଛି । ଏକ ଭିଡିଓ ସେୟାର କରି ଆମୀର ଟିମର କାମକୁ ପ୍ରଶଂସା କରିବା ସହ ଗର୍ବିତ ଅନୁଭବ କରୁଥିବା କହିଛନ୍ତି । ଦୟାକରି ଏହାକୁ ଦେଖନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ବୋଲି କହିଛନ୍ତି ସେ ।

ଆମୀର, ତାଙ୍କ ପତ୍ନୀ କିରଣ ରାଓ ଏବଂ ପାନି ଫାଉଣ୍ଡେସନର ଟିମ୍ ଗତ କିଛି ବର୍ଷ ଧରି ମହାରାଷ୍ଟ୍ର ଏବଂ ଏହାର ଆଖପାଖ ଅଞ୍ଚଳରେ ଜଳ ସଂରକ୍ଷଣ ପାଇଁ କାମ କରିଆସୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.