ETV Bharat / sitara

ମୋଦିଙ୍କ ପ୍ଳାଷ୍ଟିକ ଛାଡ ଅଭିଯାନକୁ ମିଷ୍ଟର ପରଫେକ୍ସନିଷ୍ଟଙ୍କ ସମର୍ଥନ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପିଏମ ମୋଦି ପ୍ଲାଷ୍ଟିକ ବ୍ୟବହାରକୁ ତ୍ୟାଗ କରିବାକୁ ଗତ କାଲି ଦେଶବାସୀଙ୍କୁ ମନ କି ବାତରେ କହିଥିଲେ । ଏବେ ଏହି ଅଭିଯାନର ସମର୍ଥନ କରି ଜନତାଙ୍କୁ ପ୍ଳାଷ୍ଟିକ ଛାଡିବାର ବିଶ୍ବାସ ଦେବାକୁ କହିଛନ୍ତି ଅଭିନେତା ଆମୀର ଖାନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ
author img

By

Published : Aug 27, 2019, 1:07 AM IST

ମୁମ୍ବାଇ: ରବିବାର ମନ କି ବାତର ନୂଆ ସିଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ତ୍ୟାଗ କରିବାକୁ ଆହ୍ବାନ ଦେଇଥିଲେ । ସୋମବାର ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ ପିଏମଙ୍କ ସମର୍ଥନରେ ବାହାରିଥିବାର ନଜର ଆସିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପିଏମଙ୍କ ପ୍ଲାଷ୍ଟିକ ଛାଡ ଅଭିଯାନର ସମର୍ଥନ କରିଛନ୍ତି ।

ଅମୀର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ଲାଷ୍ଟିକ ଛାଡ ଅଭିଯାନର ଆମକୁ ଦୃଢତା ସହ ସମର୍ଥନ କରିବାର ଆବଶ୍ୟକ ଅଛି । ଏହା ଆମ ସମସ୍ତଙ୍କ ଉପରେ ନିର୍ଭର କରୁଛି କି ପ୍ଲାଷ୍ଟିକ ବ୍ୟବହାର ତ୍ୟାଗ କରିବା ।’ ପ୍ରକାଶ ଥାଉକି ଦେଶରେ ପ୍ଲାଷ୍ଟିକ ବ୍ୟବହାର ତ୍ୟାଗ କରିବାକୁ ପୂର୍ବରୁ ପିଏମ ମୋଦି ସ୍ବାଧୀନତା ଦିବସ ଭାଷଣରେ ଦେଶବାସୀଙ୍କୁ କହିଥିଲେ ।

ଏବର୍ଷ ଅକ୍ଟୋବର 2ରେ ଯେତେବେଳେ ଆମେ ବାପୁଜୀଙ୍କ 150ତମ ଜନ୍ମଦିନ ପାଳନ କରିବା । ପୁରା ଦେଶରେ ଲୋକଙ୍କ ଦ୍ବାରା ପ୍ଲାଷ୍ଟିକ ବିରୋଧରେ ଏକ ନୂଆ କ୍ରାନ୍ତି ଆରମ୍ଭ କରୁଥିବା ଭାରତ ତାଙ୍କୁ ସମର୍ପିତ କରିବା ବୋଲି ଭାଷଣରେ କହିଥିଲେ ମୋଦି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.